କାଳ ହେଲା ମହାନଦୀ; ଡକାଡକି ହୋଇ ଚାଲିଗଲେ ୪ ସାଙ୍ଗ

କଟକ(ଓଡ଼ିଶା ରିପୋର୍ଟର):  ମହାନଦୀରେ ଗାଧୋଇବା କାଳ ହେଲା । ସ୍କୁଲରୁ ଫେରିବା ପରେ ଘରେ ବାହାନା କରି  ନଦୀ ଘାଟକୁ ଚାଲି ଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ରାତିରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକମାନେ ହେଲେ ଶୁଭମ୍ ସେଠୀ, ଚନ୍ଦନ ବେହେରା, ଆକାଶ ବାହାଳିଆ, କ୍ଷେତ୍ରବାସୀ ବେହେରା । ଗତକାଲି ସମସ୍ତ ଛାତ୍ର ସାଇକେଲ ଯୋଗେ ସ୍କୁଲ […]

mahanadi'

mahanadi'

Niharika Rout
  • Published: Friday, 26 November 2021
  • Updated: 26 November 2021, 04:54 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  ମହାନଦୀରେ ଗାଧୋଇବା କାଳ ହେଲା । ସ୍କୁଲରୁ ଫେରିବା ପରେ ଘରେ ବାହାନା କରି  ନଦୀ ଘାଟକୁ ଚାଲି ଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ରାତିରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକମାନେ ହେଲେ ଶୁଭମ୍ ସେଠୀ, ଚନ୍ଦନ ବେହେରା, ଆକାଶ ବାହାଳିଆ, କ୍ଷେତ୍ରବାସୀ ବେହେରା ।

ଗତକାଲି ସମସ୍ତ ଛାତ୍ର ସାଇକେଲ ଯୋଗେ ସ୍କୁଲ ଯାଇ ଘରକୁ ଫେରିଥିଲେ । ଏହାପରେ ସାଙ୍ଗ ପାଖରୁ ଆସୁଛି କହି  ଡକାଡକି ହୋଇ ଭଦିମୂଳ ଘାଟକୁ ଚାଲିଗଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି  ଆରମ୍ଭ କରିଥିଲେ। ଏହାପରେ ମହାନଦୀ ଘାଟ ପାଖରେ ସାଇକେଲ୍ ଥିବା ଦେଖିବାକୁ ପାଇଥିଲେ ।

ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି କରିବାରୁ କ୍ଷେତ୍ରବାସୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ବହୁ ଖୋଜାଖୋଜି ପରେ ଆଜି ଆଉ ୩ ଜଣଙ୍କ  ମୃତଦେହ ଉଦ୍ଧାର ହୋଇଛି। 

ମୃତକ ୪ ଜଣ ଛାତ୍ର କଟକ ନୂଆବଜାର ପୋତା ପୋଖରୀ ଅଞ୍ଚଳର । ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ପିଲାମାନେ ଘରକୁ ନ ଫେରିବାରୁ ଗତକାଲି ଖୋଜାଖୋଜି କରାଯାଇଥିଲା ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story