Advertisment

୪୪ଟି ପ୍ରାଥମିକ ବିଦ୍ୟାଳୟକୁ ଗୁଣବତ୍ତା ପୁରସ୍କାର

ଭୁବନେଶ୍ୱର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ  ଏବଂ ଓପେପା ପକ୍ଷରୁ ଆଜି ରାଜ୍ୟର ୪୪ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଗୁଣବତ୍ତା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ବିଦ୍ୟାଳୟକୁ ପୁରସ୍କୃତ କରିଥିଲେ।

author-image
Rakesh Mallick
୪୪ଟି ପ୍ରାଥମିକ ବିଦ୍ୟାଳୟକୁ ଗୁଣବତ୍ତା ପୁରସ୍କାର

school

ଭୁବନେଶ୍ୱର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ  ଏବଂ ଓପେପା ପକ୍ଷରୁ ଆଜି ରାଜ୍ୟର ୪୪ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଗୁଣବତ୍ତା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ବିଦ୍ୟାଳୟକୁ ପୁରସ୍କୃତ କରିଥିଲେ।

Advertisment

school ପୁରସ୍କୃତ ହୋଇଥିବା ବିଦ୍ୟାଳୟଗୁଡିକ ମଧ୍ୟରେ ୩ଟି ’ଏ’ ଗ୍ରେଡର, ୧୬ଟି ’ବି’ ଗ୍ରେଡ ଏବଂ ୨୫ଟିକୁ ’ସି’ ଗ୍ରେଡ ବିଦ୍ୟାଳୟ ଭାବେ ଗ୍ରହଣ କରଯାଇଛି। ଏ’ଗ୍ରେଡ ସ୍କୁଲକୁ ୩ ଲକ୍ଷ, ବି’ ଗ୍ରେଡକୁ ୨ ଲକ୍ଷ ଓ ସି’ ଗ୍ରେଡକୁ ୧ ଲକ୍ଷ ଟଙ୍କା କରି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହି ଅର୍ଥକୁ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯିବ। ଏହି ଅବସରରେ ଗଣଶିକ୍ଷା ସଚିବ ଉଷାପାଢୀ ଉପସ୍ଥିତ ଥିଲେ।