ପିପିଲି ଥାନାରେ ନିର୍ଯାତନା; ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଗୁରୁତର

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ପୁରୀ ଜିଲ୍ଲାର ପିପିଲି ଥାନାରୁ ଏଭଳି ଏକ ଲୋମଟାଙ୍କୁରା ଅଭିଯୋଗ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ,  ପିପିଲି ଥାନା ଭବାନୀପୁରର ଏକ ଆକ୍ରମଣ ମାମଲାରେ ଗତ ୧୯ ତାରିଖରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ମାରଣାସ୍ତ୍ର ଓ ବାଇକ୍ ଜବତ ହୋଇଥିଲା […]

arrest

arrest

Niharika Rout
  • Published: Saturday, 21 November 2020
  • Updated: 21 November 2020, 11:43 AM IST

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ପୁରୀ ଜିଲ୍ଲାର ପିପିଲି ଥାନାରୁ ଏଭଳି ଏକ ଲୋମଟାଙ୍କୁରା ଅଭିଯୋଗ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ,  ପିପିଲି ଥାନା ଭବାନୀପୁରର ଏକ ଆକ୍ରମଣ ମାମଲାରେ ଗତ ୧୯ ତାରିଖରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ମାରଣାସ୍ତ୍ର ଓ ବାଇକ୍ ଜବତ ହୋଇଥିଲା । କୋର୍ଟଚାଲାଣ ପରେ ଅଭିଯୁକ୍ତମାନଙ୍କୁ ନିମାପଡା ଜେଲ୍‌କୁ ପଠାଇ ଦିଆଯାଇଥିଲା ।

୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ଲାଗି ପଠାଯାଇଥିଲା । ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସିଏଚ୍ଏସି ପକ୍ଷରୁ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଏହାପରେ ଅଭିଯୁକ୍ତଙ୍କୁ ନିମାପଡ଼ା ଜେଲ୍‌କୁ ନେବା ପରେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପୁଲିସ୍‌  ହେପାଜତରେ ମାନବାଧିକାର ଉଲ୍ଲଂଘନ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ ଏହି ମାମଲାର ଜଣେ ଅଭିଯୁକ୍ତଙ୍କୁ ପିପିଲି ଥାନା ପୁଲିସ୍‌ ୯ ଦିନ ହେଲା ଉଠାଇ ନେଇଥିବା ବେଳେ ଭେଟ କରାଇ ଦେଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story