୨୯ ଛାତ୍ରୀ ନିଖୋଜ ଘଟଣାରେ ବନ୍ଧା ହେଲେ ୫

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅନ୍ତରବା କନ୍ୟାଶ୍ରମରୁ ୨୯ ଛାତ୍ରୀ ନିଖୋଜ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ନିଖୋଜ ଛାତ୍ରୀଙ୍କୁ ଅଟକ ରଖିବା ଅଭିଯୋଗରେ ଅଡ଼ବା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ୨୬ ତାରିଖରେ ଛାତ୍ରୀମାନେ ହଷ୍ଟେଲରୁ ନିଖୋଜ ହେବା ପରେ ଟାଙ୍କିଲିପଦର ଗାଁ ନିକଟରେ ଥିବା ଏକ କୁଡ଼ିଆରେ ସେମାନଙ୍କୁ ଆଶ୍ରୟ ଦେବା ସହ ଏହି ୫ଜଣ ଅଟକ ରଖିଥିଲେ ବୋଲି ପୁଲିସ କହିଛି। ୨୭ ତାରିଖରେ ଜଣେ ଛାତ୍ରୀଙ୍କ ମୋବାଇଲ୍‌ […]

mohana

mohana

Rakesh Mallick
  • Published: Monday, 04 February 2019
  • Updated: 04 February 2019, 09:25 AM IST

Sports

Latest News

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅନ୍ତରବା କନ୍ୟାଶ୍ରମରୁ ୨୯ ଛାତ୍ରୀ ନିଖୋଜ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ନିଖୋଜ ଛାତ୍ରୀଙ୍କୁ ଅଟକ ରଖିବା ଅଭିଯୋଗରେ ଅଡ଼ବା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଗତ ୨୬ ତାରିଖରେ ଛାତ୍ରୀମାନେ ହଷ୍ଟେଲରୁ ନିଖୋଜ ହେବା ପରେ ଟାଙ୍କିଲିପଦର ଗାଁ ନିକଟରେ ଥିବା ଏକ କୁଡ଼ିଆରେ ସେମାନଙ୍କୁ ଆଶ୍ରୟ ଦେବା ସହ ଏହି ୫ଜଣ ଅଟକ ରଖିଥିଲେ ବୋଲି ପୁଲିସ କହିଛି।

୨୭ ତାରିଖରେ ଜଣେ ଛାତ୍ରୀଙ୍କ ମୋବାଇଲ୍‌ ଫୋନକୁ ଟ୍ରାକ୍‌ କରି ପୁଲିସ କୁଡିଆରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos