ମାଡ଼ ମାରି ନୋଳା ବସାଇଦେଲା ଗଛ ମାଲିକ | Odisha Reporter
Advertisment
ଗଛରେ ଆମ୍ବ ଦେଖି, ପିଲାମାନେ ଖାଇବା ଲାଗି ଚାଲିଗଲେ। ଆମ୍ବ ତୋଳିବା ସମୟରେ ଗଛ ମାଲିକ, ସେମାନଙ୍କୁ ନିସ୍ତୁକ ମାଡ଼ ମାରିଲେ। ମାଡ଼ ଏମିତି ମାରିଛନ୍ତି ଯେ, କଅଁଳ ଚମଡ଼ାରେ ନୋଳା ବସି ଯାଇଛି। ଯଦିଓ ପ୍ରତିବନ୍ଧକ କାରଣରୁ ଆମେ କୁନି କୁନି ପିଲାଙ୍କ ନିରୀହ ମୁହଁ ଦେଖାଇପାରୁନୁ କିନ୍ତୁ ଆମ୍ବ ଗଛ ମାଲିକ ମାଡ଼ରେ ପାଞ୍ଚଜଣ ପିଲା ଆହାତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us