୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓମସା

ସମ୍ବଲପୁର: ଡିଏସିପି ଲାଗୁ ସମେତ ୫ ଦଫା ଦାବି ନେଇ ଓମସା ତରଫରୁ ଆଜିଠାରୁ ଦିଆଯାଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ଧାରଣାରେ ସମ୍ବଲପୁରର ଡାକ୍ତରମାନେ ସାମିଲ ହୋଇଛନ୍ତି। ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧି ସମ୍ବଲପୁର ସଦର ହସ୍ପିଟାଲରେ ଧାରଣା ଦେଇଛନ୍ତି। ଓମସା ପକ୍ଷରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୭ ଦିନ ପର୍ଯ୍ୟନ୍ତ ଚାଲିବ। ଏହା ମଧ୍ୟରେ ଦାବି ପୂରଣ ନ ହେଲେ ଜୁଲାଇ ୧ ତାରିଖରୁ ଡାକ୍ତରମାନେ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମସା […]

docter

docter

Rakesh Mallick
  • Published: Tuesday, 24 May 2016
  • Updated: 24 May 2016, 03:28 PM IST

Sports

Latest News

docterସମ୍ବଲପୁର: ଡିଏସିପି ଲାଗୁ ସମେତ ୫ ଦଫା ଦାବି ନେଇ ଓମସା ତରଫରୁ ଆଜିଠାରୁ ଦିଆଯାଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ଧାରଣାରେ ସମ୍ବଲପୁରର ଡାକ୍ତରମାନେ ସାମିଲ ହୋଇଛନ୍ତି। ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧି ସମ୍ବଲପୁର ସଦର ହସ୍ପିଟାଲରେ ଧାରଣା ଦେଇଛନ୍ତି। ଓମସା ପକ୍ଷରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୭ ଦିନ ପର୍ଯ୍ୟନ୍ତ ଚାଲିବ। ଏହା ମଧ୍ୟରେ ଦାବି ପୂରଣ ନ ହେଲେ ଜୁଲାଇ ୧ ତାରିଖରୁ ଡାକ୍ତରମାନେ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମସା ପକ୍ଷରୁ ଚେତାବନୀ ଦିଆଯାଇଛି।

ଓମସା ପକ୍ଷରୁ କୁହାଯାଇଛି, “ପର୍ଯ୍ୟାୟ କ୍ରମେ ଭିନ୍ନ ଭିନ୍ନ ଉପାୟରେ ପ୍ରତିବାଦ କରାଯିବ। ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସମୂହ ଧାରଣା ଜାରି ରହିବ। ଜୁନ ୧ ତାରିଖରୁ ଜାତୀୟ ସ୍ୱାସ୍ଥ୍ୟ ମିସନର ସମସ୍ତ କାର୍ଯ୍ୟକୁ ଡାକ୍ତରମାନେ ପ୍ରତ୍ୟାଖ୍ୟାନ କରିବେ। ଜୁନ ୩୦ ପର୍ଯ୍ୟନ୍ତ ଏମିତି ଚାଲିବ। ଏହାସତ୍ତ୍ୱେ ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନ ନେଲେ ଜୁଲାଇ ୧ ତାରିଖରୁ ସମୂହ କାର୍ଯ୍ୟବନ୍ଦ କରାଯିବ।”

ସମ୍ବଲପୁର ଓମସା ପ୍ରବକ୍ତା ଡ. ରାଜ କୁମାର ବଡପଣ୍ଡା କହିଛନ୍ତ, “ଗତ ମେ’ ୧୭ ତାରିଖରେ ଭୁବନେଶ୍ୱରରେ ଆମର ସାଧାରଣ ପରିଷଦ ବୈଠକ ହୋଇଥିଲା। ଏଥିରେ ୩୦୦ ଡାକ୍ତର ଯୋଗ ଦେଇଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଗତ ୧୧ ତାରିଖରୁ କଳାବ୍ୟାଜ୍‌ ପିନ୍ଧୁଛୁ। ଆଜିଠାରୁ ଆରମ୍ଭ ହୋଇଥିବା ଗଣ ଧାରଣା ସବୁ ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡ ଚିକିତ୍ସାଳୟରେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।”

ସେ କହିଛନ୍ତି, “ଆମର ମୁଖ୍ୟଦାବି ହେଲା ଡିଏସିପି ପ୍ରଦାନ କରିବା। କେନ୍ଦ୍ର ସରକାର ୨୦୦୬ ମସିହାରୁ ଏହାକୁ ଦେଇ ସାରିଲେଣି। ୧୪ଟି ରାଜ୍ୟର ମଧ୍ୟ ଏହା କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଓଡ଼ିଶା ସରକାର ଆମକୁ ଏପର୍ଯ୍ୟନ୍ତ ଦେଇ ନାହାନ୍ତି। ୨୦୦୯ ମସିହାରେ ରାଜ୍ୟ ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ବସାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହି କମିଟି କୌଣସି ରିପୋର୍ଟ ଦାଖଲ କରିନି। ସରକାର ଡାକ୍ତରଙ୍କ ପ୍ରତି କେତେ ଉଦାସୀନ ଏହା ପ୍ରମାଣିତ କରୁଛି। ଏହା ଆମକୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଛି। ରୋଗୀ ସେବା ବ୍ୟାହତ ନ କରି ଆମେ ଆମ ଆନ୍ଦୋଳନ ଜାରି ରଖିବୁ।”

ଓମସା ଡାକ୍ତରମାନଙ୍କ ଅବସରକାଳୀନ ବୟସ ସୀମାକୁ ନ ବଢାଇବା ପାଇଁ ମଧ୍ୟ ଦାବି କରିଛି। ଏବେ ଅବସର ବୟସ ୬୨ ବର୍ଷକୁ ବୃଦ୍ଧି କରାଯାଇଛି। ଓମସା ପକ୍ଷରୁ କୁହାଯାଇଛି ଅବସରକାଳୀନ ବୟସ ବଢା ଗଲେ ଏହା ଡାକ୍ତରଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରିବ। ଡାକ୍ତରଙ୍କ ଅବସର ବୟସ ବଢା ନ ଯାଇ ନୂଆ ଡାକ୍ତର ନିଯୁକ୍ତି  ଦିଆଯିବା ଦରକାର ବୋଲି ଓମସା ଯୁକ୍ତି ବାଢିଛି। ଏହା ସହିତ ଅସ୍ଥାୟୀ ଡାକ୍ତରଙ୍କୁ ନିୟମିତ କରିବାକୁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story