୫ ଆଇଏଏସଙ୍କୁ ମିଳିଲା ଓଡ଼ିଶା କ୍ୟାଡ଼ର

ମିଳିଥିବା ସୂଚନା ଅନୁସାରେ ଆଇଏଏସ୍ ୨୦୨୦ ବ୍ୟାଚର ବିଭୂତି ଭୂଷଣ ନାୟକ, ଚଭନ କୁନାଲ ମୋତିରାମ, କୁଲକର୍ଣ୍ଣୀ ଆଶୁତୋଷ ସି, ମଧୁମିତା ଓ ବେଦଭୂଷଣଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ ହୋଇଛି ।

UPSC

UPSC

Ordigital Desk
  • Published: Monday, 17 April 2023
  • Updated: 17 April 2023, 09:01 PM IST

Sports

Latest News

୨୦୨୦ ଭାରତୀୟ ପ୍ରଶାସନିକ ସେବା ବ୍ୟାଚର୍ ୫ଜଣ ଆଇଏଏସଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ ହୋଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ୨୦୨୦ ବ୍ୟାଚ୍ ପାଇଁ ମୋଟ ୧୪୬ ଜଣ ଆଇଏଏସଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଆବଂଟନ ହୋଇଛି ।

Also Read

ମିଳିଥିବା ସୂଚନା ଅନୁସାରେ ଆଇଏଏସ୍ ୨୦୨୦ ବ୍ୟାଚର ବିଭୂତି ଭୂଷଣ ନାୟକ, ଚଭନ କୁନାଲ ମୋତିରାମ, କୁଲକର୍ଣ୍ଣୀ ଆଶୁତୋଷ ସି, ମଧୁମିତା ଓ ବେଦଭୂଷଣଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ ହୋଇଛି । ଏହି ଆଇଏଏସ୍ ଅଫିସରମାନଙ୍କର ଚାକିରି ୨୦୨୨ ଅକ୍ଟୋବର ୧୨ ତାରିଖରୁ ବୈଧ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ତଥା ରାଜ୍ୟ ସରକାରମାନଙ୍କୁ ଅବଗତ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story