Advertisment

ଏବେ ୫ ଲକ୍ଷ, ମାମଲା ସରିଲେ ୫ ଲକ୍ଷ!

ଏବେ ପାଞ୍ଚ ଲକ୍ଷ, ମାମଲା ସରିବା ପାଞ୍ଚ ଲକ୍ଷ। ହଁ ଆମେ କହୁଛୁ, ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ସଂପର୍କରେ। ମୃତ ମମିତା ମେହେରଙ୍କ ପରିବାରକୁ ମିଳିବ ଟଙ୍କା। ଯେଉଁ ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜେଡି ବିଧାୟକ କ୍ୟାବିଟେନ ଦିବ୍ୟାଶଙ୍କର ମିଶ୍ର ଛନ୍ଦି ହୋଇପଡ଼ିଥିଲେ।

author-image
Debendra Prusty

Mamita Meher Mamita Meher Murder Case Odisha