୫ ନକ୍ସଲ ନିହତ, ୨ ଏସ୍‌ଓଜି ଯବାନ ସହିଦ

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି-କନ୍ଧମାଳ ସୀମାରେ ଗତକାଲି ହୋଇଥିବା ଗୁଳିବିନିମୟରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆଜି କଳାହାଣ୍ଡି ଜିଲ୍‌ଊ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ସହିଦ ଯବାନ ଦ୍ୱୟ ହେଲେ- ସୁଧୀର କୁମାର ଟୁଡୁ (୨୮) ଓ ଦେବାଶିଷ ସେଠୀ (୨୭)। ସହିଦ ସୁଧୀରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସନଭାଡୁଆ ଗାଁରେ। ସେହିଭଳି ସହିଦ […]

guns

guns

Jitendra Garnayak
  • Published: Thursday, 10 September 2020
  • Updated: 10 September 2020, 10:12 AM IST

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି-କନ୍ଧମାଳ ସୀମାରେ ଗତକାଲି ହୋଇଥିବା ଗୁଳିବିନିମୟରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆଜି କଳାହାଣ୍ଡି ଜିଲ୍‌ଊ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ସହିଦ ଯବାନ ଦ୍ୱୟ ହେଲେ- ସୁଧୀର କୁମାର ଟୁଡୁ (୨୮) ଓ ଦେବାଶିଷ ସେଠୀ (୨୭)। ସହିଦ ସୁଧୀରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସନଭାଡୁଆ ଗାଁରେ। ସେହିଭଳି ସହିଦ ଦେବାଶିଷଙ୍କ ଘର ଅନୁଗୋଳ ଜିଲ୍ଲା ରାଜକିଶୋରନଗର ଥାନା ଅନ୍ତର୍ଗତ ଅଙ୍ଗପଡ଼ାରେ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଡୁଦୁକା ରଂଜା ଚିଦ୍ରା ଓ କନ୍ଧମାଳ ସୀମା ଭଣ୍ଡରଙ୍ଗୀ ନିକଟସ୍ଥ ସିର୍କୀ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ଏସଓଜି ଓ ଡିଭିଏଫ ଯବାନମାନେ ମିଳିତ ସର୍ଚ୍ଚ ଅପରେଶନ୍‌ରେ ଯାଇଥିଲେ। ଗତକାଲି ସକାଳ ପ୍ରାୟ ୧୧ଟା ବେଳେ ନକ୍ସଲଙ୍କ ସହିତ ଏହି ଯବାନଙ୍କ ମୁହାଁମୁହିଁ ହୋଇଥିଲା।

ଯବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ପ୍ରାୟ ଦେଢ଼ ଘଣ୍ଟା ଧରି ଘଞ୍ଚ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଶେଷରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପରେ ପୁଲିସ ଉକ୍ତ ଜଙ୍ଗଲରୁ ୫ ନକ୍ସଲଙ୍କ ମୃତଦେହ ଜବତ କରିଥିଲା। ତା’ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲା। ତେବେ ଏହି ଗୁଳିବିନିୟମ ବେଳେ ଦୁଇ ଜଣ ଏସ୍‌ଓଜି ଯବାନ ସହିଦ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story