କରୋନା ପାଇଁ ଆମେ ଫସିଯାଇଛୁ, ଆମକୁ ଉଦ୍ଧାର କର

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଗ୍ରାନାଇଟ୍‌ କମ୍ପାନିକୁ ଦାଦନ ଖଟିବାକୁ ଯାଇ ଆନ୍ଧ୍ର ପ୍ରଦେଶ ଚିତୋର ଜିଲ୍ଲାରେ ଫସି ରହିଛନ୍ତି ୫ ଓଡ଼ିଆ ଶ୍ରମିକା ଏହି ଶ୍ରମିକମାନେ ନୀଳଗିରି, ଭଦ୍ରକ, ଭୁବନେଶ୍ୱର ଓ ଢେଙ୍କାନାଳର ବୋଲି ଜଣାପଡିଛିା କରୋନା ଭାଇରସ୍ ଯୋଗୁ ବସ ଓ ରେଳ ସେବା ବାଧାପ୍ରାପ୍ତ ହେବା ପରେ ଶ୍ରମିକମାନେ ଏକ ଭିଡିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତିା ସୂଚନା ଅନୁସାରେ ଏମାନଙ୍କ ମଧ୍ୟରେ ନୀଳଗିିରି ଢୋଲପୁର ଗ୍ରାମର ପ୍ରଫୁଲ ବାରିକ, ଭଦ୍ରକ ବାସୁଦେବପୁରର […]

a22

a22

Puspanjali Panda
  • Published: Sunday, 22 March 2020
  • Updated: 22 March 2020, 04:50 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଗ୍ରାନାଇଟ୍‌ କମ୍ପାନିକୁ ଦାଦନ ଖଟିବାକୁ ଯାଇ ଆନ୍ଧ୍ର ପ୍ରଦେଶ ଚିତୋର ଜିଲ୍ଲାରେ ଫସି ରହିଛନ୍ତି ୫ ଓଡ଼ିଆ ଶ୍ରମିକା ଏହି ଶ୍ରମିକମାନେ ନୀଳଗିରି, ଭଦ୍ରକ, ଭୁବନେଶ୍ୱର ଓ ଢେଙ୍କାନାଳର ବୋଲି ଜଣାପଡିଛିା କରୋନା ଭାଇରସ୍ ଯୋଗୁ ବସ ଓ ରେଳ ସେବା ବାଧାପ୍ରାପ୍ତ ହେବା ପରେ ଶ୍ରମିକମାନେ ଏକ ଭିଡିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତିା

ସୂଚନା ଅନୁସାରେ ଏମାନଙ୍କ ମଧ୍ୟରେ ନୀଳଗିିରି ଢୋଲପୁର ଗ୍ରାମର ପ୍ରଫୁଲ ବାରିକ, ଭଦ୍ରକ ବାସୁଦେବପୁରର ସନ୍ତୋଷ ବେହେରା, ଭୁବନେଶ୍ୱରର ଉମେଶ ଦେହୁରୀ ଓ ଢେଙ୍କାନାଳ କାମାକ୍ଷାନଗରର ଦୁଇ ଜଣ ରହିଛନ୍ତିା ଏହି ୫ ଜଣ ଗ୍ରାନାଇଟ୍‌ କମ୍ପାନିକୁ କାମ କରିବାକୁ ଯାଇଥିଲୋ । ଏମାନେ କରୋନା ଭୟରେ ଘରକୁ ଆସିବାକୁ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲୋ। ହେଲେ କମ୍ପାନି ମାଲିକ ସେମାନଙ୍କୁ ଦରମା ଓ କାମ ନଦେବା ସହିତ ଘରକୁ ମଧ୍ୟ ଫେରିବାକୁ ଦେଉନଥିବା ଅଭିଯୋଗ ହୋଇଛିା ଏବେ କାମ ମିଳୁନଥିବାରୁ ସେମାନେ ଏକ ରୁମରେ ବନ୍ଦ ହୋଇ ରହିଛନ୍ତି।

ଅନ୍ୟ କୌଣସି ଉପାୟ ନପାଇ ଏକ ଭିଡିଓ ଜାରି କରି ୫ ଜଣ ଶ୍ରମିକ ଘରକୁ ଫେରି ଆସିବା ପାଇଁ ସାହାଯ୍ୟ କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତିା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story