Advertisment

କଂଗ୍ରେସର ୫ଟି ପ୍ରଶ୍ନ, ବିଜେପି ଉଠେଇବ ସଂସଦରେ

ବିରୋଧୀ ଦଳର କଡ଼ା କାଉଣ୍ଟର ସତ୍ତ୍ବେ ଫାଇବ ଟି ସଚିବଙ୍କ ଘନ ଘନ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରହିଛି।

Advertisment

ବିରୋଧୀ ଦଳର କଡ଼ା କାଉଣ୍ଟର ସତ୍ତ୍ବେ ଫାଇବ ଟି ସଚିବଙ୍କ ଘନ ଘନ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରହିଛି। ସୋମବାର ଭି.କେ. ପାଣ୍ଡିଆନ୍ ବରଗଡ଼ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେପଟେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ପୁଣିଥରେ ପ୍ରଶ୍ନ କରିଛି କଂଗ୍ରେସ। କଂଗ୍ରେସ ନେତା ସୁଦର୍ଶନ ଦାସ ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ 5ଟି ପ୍ରଶ୍ନ କରିଛନ୍ତି।  

Advertisment
Bjp Congress Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe