Advertisment

ନବ ଦାସଙ୍କ ହତ୍ୟାରେ ୫-ଟି ସଚିବ ଓ ଯାଜପୁର ବିଧାୟକ ସମ୍ପୃକ୍ତ !

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୨୪ଦିନ ପରେ ବି ହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ବିଫଳ ରହିଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ରାଜ୍ୟର ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ପୃକ୍ତ ଥିବା ନେଇ ସେ ସିଧାସଳଖ ଅଭିଯୋଗ କରିବା ସହ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ନବଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ ଟି ସଚିବ ଓ ଯାଜପୁର ବିଧାୟକଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚ ପରିସରକୁ ଆସିବା ଦରକାର ବୋଲି ସେ କହିଛନ୍ତ॥

ଅଦ୍ୟତନ ହୋଇଛି
Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୨୪ଦିନ ପରେ ବି ହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ବିଫଳ ରହିଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ରାଜ୍ୟର ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ପୃକ୍ତ ଥିବା ନେଇ ସେ ସିଧାସଳଖ ଅଭିଯୋଗ କରିବା ସହ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ନବଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ ଟି ସଚିବ ଓ ଯାଜପୁର ବିଧାୟକଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚ ପରିସରକୁ ଆସିବା ଦରକାର ବୋଲି ସେ କହିଛନ୍ତି।

Advertisment
Jaynarayan Mishra Odisha Bjp Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe