Advertisment

୫୦ ହଜାର ଟଙ୍କାରେ ମିଳୁଛି ଗୋଟିଏ ଡିସମିଲ୍ ଜମି !

ସରକାର କା ମାଲ୍ ଦରିଆ ମେଁ ଡାଲ୍। ସରକାରୀ ଜମି ଉପରେ ମାଫିଆଙ୍କ ଆଖି। ଗୋଟିଏ ଡିସିମିଲ୍ ନିଅ ୫୦ ହଜାର ଦିଅ ! କାହା ବଳରେ ବଳିଆନ ଜମି ମାଫିଆ ?

author-image
Manoj Swain

ସରକାର କା ମାଲ୍ ଦରିଆ ମେଁ ଡାଲ୍। ସରକାରୀ ଜମି ଉପରେ ମାଫିଆଙ୍କ ଆଖି। ଗୋଟିଏ ଡିସମିଲ୍ ନିଅ ୫୦ ହଜାର ଦିଅ ! କାହା ବଳରେ ବଳିଆନ ଜମି ମାଫିଆ ? କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନିକ କଳ !

Advertisment
Odisha Land Scam