ସରକାର କା ମାଲ୍ ଦରିଆ ମେଁ ଡାଲ୍। ସରକାରୀ ଜମି ଉପରେ ମାଫିଆଙ୍କ ଆଖି। ଗୋଟିଏ ଡିସମିଲ୍ ନିଅ ୫୦ ହଜାର ଦିଅ ! କାହା ବଳରେ ବଳିଆନ ଜମି ମାଫିଆ ? କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନିକ କଳ !