Advertisment

ମୋ ବସରୁ ନେଇଗଲେ ୫୦ ହଜାର ଟଙ୍କା

ମୋ ବସରୁ ନେଇଗଲେ ୫୦ ହଜାର ଟଙ୍କା। ୧୮ନଂ ରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି, ଝିଅ ବାହାଘର ପରେ ମର୍ଯ୍ୟାଦା ଦେବା ଲାଗି ଲୁଗା କିଣିବାକୁ ଆସିଥିବା ବେଳେ ହୋଇଛି ଚୋରି।

Advertisment

ମୋ ବସରୁ ନେଇଗଲେ ୫୦ ହଜାର ଟଙ୍କା। ୧୮ନଂ ରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି, ଝିଅ ବାହାଘର ପରେ ମର୍ଯ୍ୟାଦା ଦେବା ଲାଗି ଲୁଗା କିଣିବାକୁ ଆସିଥିବା ବେଳେ ହୋଇଛି ଚୋରି, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଅଭିଯୋଗ କଲେ ପରିବାର ଲୋକେ। ବାଙ୍କୀ ଥାନା ବିଲୁପଡ଼ା ବଡ଼ପଦନପୁରର ରାଜକିଶୋର ଜେନାଙ୍କ ଠାରୁ ଏହି ଟଙ୍କା ଚୋରି ହୋଇଛି। 

Advertisment
Cuttack Bhubaneswar Mo Bus Thieves
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe