Advertisment

ମାଲଗୋଦାମରେ କିଏ କେତେବେଳେ ଦୋକାନ ଖୋଲିବେ ଆସିଲା ଗାଇଡଲାଇନ୍

କଟକ(ଓଡ଼ିଶା ରିପୋର୍ଟର): ମାଲଗୋଦାମ ସଂଲଗ୍ନ ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବ। କଟକ ଚାମ୍ବର ଅଫ କମର୍ସର ଚିଠି ଆଧାରରେ ସିଏମସି ଏହି ନିଷ୍ପତ୍ତି ନେଇଛି। ସିଏମସିର ନିଷ୍ପତ୍ତି ଅନୁସାରେ, ଅଣ ଅତ୍ୟାବଶ୍ୟକ ଦୋକାନ/ଗୋଦାମ ସକାଳ ୭ଟାରୁ ୧୦ ଯାଏ ଖୋଲିବ। ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲସେଲର ୧୦ଟାରୁ ୨ଟା ଯାଏ ଖୋଲିବ। ଅତ୍ୟାବଶ୍ୟକ ଜିନିଷ ବିକ୍ରିକାରୀ ଖୁଚୁରା ଦୋକାନ ୨ଟାରୁ ରାତି ୮ଟା ଯାଏ ଖୋଲିବ। ଏହାସହ ପରବର୍ତ୍ତୀ […]

ଅଦ୍ୟତନ ହୋଇଛି
ମାଲଗୋଦାମରେ କିଏ କେତେବେଳେ ଦୋକାନ ଖୋଲିବେ ଆସିଲା ଗାଇଡଲାଇନ୍

7777777777777

Advertisment

କଟକ(ଓଡ଼ିଶା ରିପୋର୍ଟର): ମାଲଗୋଦାମ ସଂଲଗ୍ନ ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବ। କଟକ ଚାମ୍ବର ଅଫ କମର୍ସର ଚିଠି ଆଧାରରେ ସିଏମସି ଏହି ନିଷ୍ପତ୍ତି ନେଇଛି।

Advertisment

ସିଏମସିର ନିଷ୍ପତ୍ତି ଅନୁସାରେ, ଅଣ ଅତ୍ୟାବଶ୍ୟକ ଦୋକାନ/ଗୋଦାମ ସକାଳ ୭ଟାରୁ ୧୦ ଯାଏ ଖୋଲିବ। ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲସେଲର ୧୦ଟାରୁ ୨ଟା ଯାଏ ଖୋଲିବ। ଅତ୍ୟାବଶ୍ୟକ ଜିନିଷ ବିକ୍ରିକାରୀ ଖୁଚୁରା ଦୋକାନ ୨ଟାରୁ ରାତି ୮ଟା ଯାଏ ଖୋଲିବ।

ଏହାସହ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ମାଲଗୋଦାମ ପ୍ରତି ବୁଧବାର ବନ୍ଦ ରହିବ ବୋଲି ସିଏମସି ନିଷ୍ପତ୍ତି ନେଇଛି।

Advertisment
COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe