5Tଙ୍କର କ୍ଷମତା ନାହିଁ !

5T ସଚିବଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ଓ ଜନଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀ କ୍ଷମତା ଦେଇଛନ୍ତି କି ? ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓରେ କୌଣସି ତଥ୍ୟ ଓ ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ସିଏମଓ।

Manoj Swain
  • Published: Tuesday, 20 June 2023
  • Updated: 20 June 2023, 04:25 PM IST

Sports

Latest News

5T ସଚିବଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ଓ ଜନଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀ କ୍ଷମତା ଦେଇଛନ୍ତି କି ? ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓରେ କୌଣସି ତଥ୍ୟ ଓ ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ସିଏମଓ। ସୂଚନା ଅଧିକାର ଆଇନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜନ ସୂଚନା ଅଧିକାରୀ ଏହା ସ୍ପଷ୍ଟ କରିଦେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜବାବ ମାଗିଛି ରାଜ୍ୟ ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos