5Tଙ୍କର କ୍ଷମତା ନାହିଁ! | Odisha Reporter
Advertisment
5T ସଚିବଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ଓ ଜନଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀ କ୍ଷମତା ଦେଇଛନ୍ତି କି ? ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓରେ କୌଣସି ତଥ୍ୟ ଓ ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ସିଏମଓ। ସୂଚନା ଅଧିକାର ଆଇନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜନ ସୂଚନା ଅଧିକାରୀ ଏହା ସ୍ପଷ୍ଟ କରିଦେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜବାବ ମାଗିଛି ରାଜ୍ୟ ବିଜେପି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us