Advertisment

5T ସଚିବଙ୍କୁ କଳାପତାକା

୫ଟି ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିରୋଧ ସହ କଳାପତାକା ପ୍ରଦର୍ଶନ ।

author-image
Manoj Swain

5T ସଚିବଙ୍କୁ କଳାପତାକା । ୫ଟି ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିରୋଧ ସହ କଳାପତାକା ପ୍ରଦର୍ଶନ। ଆଜି ସକାଳେ ୫ଟି ସଚିବ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁ ସଭାସ୍ଥଳକୁ ଯିବା ବେଳେ ବିଜେପି କର୍ମୀମାନେ ବାଟରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ।

Advertisment
Odisha