‘ପୋଲିସ ମତେ ନଜର ବନ୍ଦୀରେ ରଖିଛି’ | Congress leader Sudarshan Das | 5t Secretary V K Pandian
Advertisment
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5Tସଚିବ ଭିକେ ପାଣ୍ଡିଆନଙ୍କ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଗସ୍ତକୁ ଦୃଷ୍ଟିରେ ରଖି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ସମେତ କଂଗ୍ରେସର ଅନ୍ୟ କିଛି ନେତାମାନଙ୍କୁ ନଜରବନ୍ଦୀ କରି ପୁଲିସ ରଖିଥିବା ଘଟଣା। ତେବ ଏହାକୁ ନେଇ କଣ କହିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us