Advertisment

‘ଏସପି ପଚାରିଲେ ପାଣ୍ଡିୟାନଙ୍କ ପାଇଁ ଆନ୍ଦୋଳନ କରିବେ’

‘ବାଲେଶ୍ୱର ଏସପି ପଚାରିଲେ ପାଣ୍ଡିୟାନଙ୍କ ପାଇଁ ଆନ୍ଦୋଳନ କରିବେ ? ସରକାରୀ କର୍ମଚାରୀଙ୍କ ପାଇଁ ଆନ୍ଦୋଳନ କରିବୁନି, ଆମେ କାହିଁକି କଳା ପତାକା ଦେଖାଇବୁ, ତାଙ୍କୁ ମୁଖ୍ୟମନ୍ତ୍ରୀ ପଠାଉଛନ୍ତି, ଆମେ କାହିଁକି ଆନ୍ଦୋଳନ କରିବୁ' କିଛି ଏମିତି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

author-image
Manoj Swain

Bjp Vk Pandian