‘ଏସପି ପଚାରିଲେ ପାଣ୍ଡିୟାନଙ୍କ ପାଇଁ ଆନ୍ଦୋଳନ କରିବେ’ | Balesore | Political News | Odisha Reporter
Advertisment
‘ବାଲେଶ୍ୱର ଏସପି ପଚାରିଲେ ପାଣ୍ଡିୟାନଙ୍କ ପାଇଁ ଆନ୍ଦୋଳନ କରିବେ ? ସରକାରୀ କର୍ମଚାରୀଙ୍କ ପାଇଁ ଆନ୍ଦୋଳନ କରିବୁନି, ଆମେ କାହିଁକି କଳା ପତାକା ଦେଖାଇବୁ, ତାଙ୍କୁ ମୁଖ୍ୟମନ୍ତ୍ରୀ ପଠାଉଛନ୍ତି, ଆମେ କାହିଁକି ଆନ୍ଦୋଳନ କରିବୁ' କିଛି ଏମିତି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us