ଏ ଗୋଟିଏ ଅଦ୍ଭୁତ ସରକାର। ମନ୍ତ୍ରୀଙ୍କ ରିଭ୍ୟୁ କରୁଛନ୍ତି ସଚିବ। ଭାରତର ଗୋଟିଏ ରାଜ୍ୟ ଯେଉଁଟି ମନ୍ତ୍ରୀଙ୍କ ପ୍ରଦର୍ଶନକୁ ରିଭ୍ୟୁ କରୁଛନ୍ତି ସଚିବ ବୋଲି କହିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷିବ, ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Miscellaneous
ରଶି ରଖି ଠିକାଦାରଙ୍କ ଧାରଣା; ଟଙ୍କା ନମିଳିଲେ ଆତ୍ମହତ୍ୟା କରିବୁ
ଆଜକୁ ଦୁଇ ବର୍ଷ ତଳେ ଟିଟିଲାଗଡ ଦୋର୍ଲୋଠାରେ ଘରୋଇ ଗ୍ୟାସ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପ ତାମିଲ କମ୍ପାନୀ ମେଘା ଗ୍ୟାସ୍ ପ୍ରାଇଭେଟ୍ ଲିମିଟ୍ରେଡ୍ କରୁଥିଲା। ଏଥିରେ ଠିକାଦାର ଭାବେ ବୁଲବୁଲ ମେହେର ନିୟୋଜିତ ହୋଇଥିଲେ।
Crime
ଘରେ ପଶି ପିଲା ଚୋରି କରୁଥିଲା, ମାଡ଼ି ବସିଲେ ମାଆ
ଆଜି ସକାଳେ ଟାଉନ ଥାନା ପତ୍ରାପଡା ଗାଁର ପ୍ରଶାନ୍ତ ଦାଶଙ୍କ କୁନି ଝିଅ ଘରେ ଶୋଇଥିଲା। ଆଉ ପ୍ରଶାନ୍ତଙ୍କ ମାଆ ଓ ପତ୍ନୀ ଲକ୍ଷ୍ମୀ ଘର କାମରେ ବ୍ୟସ୍ତ ଥିଲେ। ଠିକ୍ ସେହି ସମୟରେ ଜଣେ ବ୍ୟକ୍ତି ପ୍ରଶାନ୍ତଙ୍କ ଘରେ ପଶି ଯାଇଥିଲା।
Politics
ଖଣି ଲୁଟ୍ ପାଇଁ ସାହାଣମେଲା କରିଦେଇଥିଲେ ବିଜେଡି ସରକାର, ଧରିଲେ ସିଏଜି ୨୨୩୯୨କୋଟି ଟଙ୍କାର ରାଜସ୍ୱ କ୍ଷତି
ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ଖଣି ଲିଜ, ପରମିଟ, ଲାଇସେନ୍ସ ମିଆଦ ବୃଦ୍ଧି ଓ ଅନୁମୋଦନ, ଲିଜଧାରୀଙ୍କ ଦ୍ୱାରା ଖଣିଜ ପଦାର୍ଥର ପ୍ରେରଣ ଓ ବିକ୍ରି ରିପୋର୍ଟ, ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁସାରେ ଖଣି ଗତିବିଧିର ନିୟନ୍ତ୍ରଣ, ଖଣି ରାଜସ୍ୱର ଆକଳନ ଓ ଆଦାୟ ଏବଂ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଆଦିର ସମୀକ୍ଷାବେଳେ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ୨୨,୩୯୨.୫୧କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।
Crime
‘ସୁଭଦ୍ରା’ ଆବେଦନ ପାଇଁ ଟଙ୍କା ନେଇ ବନ୍ଧା ହେଲା
‘ସୁଭଦ୍ର’ ଯୋଜନ ଫର୍ମ ଆବେଦନ ସମ୍ପୂର୍ଣ୍ଣ ମାଗଣା ରହିଛି। ଏହା ସତ୍ତ୍ୱେ ଟିଟିଲାଗଡ ମନିଗାଁରେ ଥିବା ଜନସେବା କେନ୍ଦ୍ରର କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଯୋଜନା ଫର୍ମ ଆବେଦନ ପାଇଁ ଜଣାକୁ ୧୩୦ ଟଙ୍କା ଲେଖାଏଁ ନେଉଥିଲେ।