ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ପାଣ୍ଡିଆନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଦିଲ୍ଲୀର ନିଜାମୁଦ୍ଦିନରେ ତବଲଗୀ ଜମାତରେ ସାମିଲ ହୋଇ ଓଡ଼ିଶା ଫେରିଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ନିଜାମୁଦ୍ଦିନରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ମଧ୍ୟ […]

Delhi-Masjid

Delhi-Masjid

Subrat Kumar Nayak
  • Published: Saturday, 04 April 2020
  • Updated: 04 April 2020, 10:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଦିଲ୍ଲୀର ନିଜାମୁଦ୍ଦିନରେ ତବଲଗୀ ଜମାତରେ ସାମିଲ ହୋଇ ଓଡ଼ିଶା ଫେରିଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ନିଜାମୁଦ୍ଦିନରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ମଧ୍ୟ ଏନେଇ ଅପିଲ୍ କରିବା ସହ ୧୦୪କୁ ଫୋନ୍ କରି ସରକାରଙ୍କୁ ସହଯୋଗ ନିମନ୍ତେ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ ଜିଲ୍ଲାପାଳ ଓ ଏସପିମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ନିଜାମୁଦ୍ଦିନରୁ ଫେରିଥିବା ଲୋକମାନେ କିଭଳି ସାମ୍ନାକୁ ଆସିବେ ସେଥିପାଇଁ ଧର୍ମଗୁରୁମାନେ ଆହ୍ୱାନ ଦିଅନ୍ତୁ ଓ ସେମାନଙ୍କୁ ବୁଝାନ୍ତୁ। ଜିଲ୍ଲାପାଳ ଓ ଏସପିମାନେ ନିଜ ନିଜ ଅଞ୍ଚଳର ଧର୍ମଗୁରୁମାନଙ୍କୁ ଅନୁରୋଧ କରନ୍ତୁ। ସେମାନେ ସାମ୍ନାକୁ ଆସିଲେ ସରକାର ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ସମ୍ପୃକ୍ତ ବ୍ୟକ୍ତି ଓ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଜିଲ୍ଲା ପ୍ରଶାସନ ଓ ପୁଲିସ ନିଜ ସୋର୍ସ ମାଧ୍ୟମରେ ଚିହ୍ନଟ କରନ୍ତୁ। ଯଦି ତୁରନ୍ତ ସେମାନଙ୍କୁ ଚିହ୍ନଟ କରାନଯିବ ତା’ହେଲେ ସମ୍ପୃକ୍ତ ବ୍ୟକ୍ତି, ପରିବାର ଓ ରାଜ୍ୟ ପାଇଁ ଏହା ମହଙ୍ଗା ପଡ଼ିପାରେ। ଆସନ୍ତା ୪୮ଘଣ୍ଟା ଅତ୍ୟନ୍ତ ସମ୍ବେଦନଶୀଳ ଓ ଆମ ସମସ୍ତଙ୍କୁ ସେଥିରୁ ବାହାରିବାର ଅଛି ବୋଲି ଶ୍ରୀ ପାଣ୍ଡିଆନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story