Advertisment

ଦିଶା ବୈଠକରେ ୫-ଟି ଝଡ଼

ନବରଙ୍ଗପୁର ଦିଶା ବୈଠକରେ ୫-ଟି ଝଡ଼। ଦିଶା ବୈଠକରେ ୫-ଟିକୁ ନେଇ ଗର୍ଜିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ଏହା ସହ ମିଟିଂ ଅଧାରୁ ଉଠି ଚାଲିଗଲେ ବିଧାୟକ। ଶୁଣନ୍ତୁ କଣ କହୁଛନ୍ତି ବିଧାୟକ।

author-image
Debendra Prusty

ନବରଙ୍ଗପୁର ଦିଶା ବୈଠକରେ ୫-ଟି ଝଡ଼। ଦିଶା ବୈଠକରେ ୫-ଟିକୁ ନେଇ ଗର୍ଜିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ଏହା ସହ ମିଟିଂ ଅଧାରୁ ଉଠି ଚାଲିଗଲେ ବିଧାୟକ। ଶୁଣନ୍ତୁ କଣ କହୁଛନ୍ତି ବିଧାୟକ।  

Advertisment
Odisha Disha Odisha Politics 5T