ମାତିଛି ଲୌହଦାନବ ! | Odisha Reporter
ଏଠି ବାହାନଗା କରମଣ୍ଡଳ ଟ୍ରାଜେଡି ଭଳି କୋଳାହଳ ନାହିଁ। ହେଲେ କରୁଣ ଦୁଖ ବାହାନଗାଠାରୁ କିଛି କମ ନୁହେଁ। ଏଠାରେ ବି ୬ ଜଣଙ୍କୁ ମାରିଛି ଲୌହଦାନବ। ଆଉ କିଛି ଜଣଙ୍କୁ ପଙ୍ଗୁ ବି କରିଛି। ଅନେକ ପରିବାରକୁ ଛିନଛତର କରିଛି ଏହି ମାଲବାହୀ ଟ୍ରେନ। ସ୍ତ୍ରୀକୁ ବିଧବା ସଜାଇଛି, ପିଲାଙ୍କୁ ଅନାଥ କରିଛି, ବୁଢା ବାପା ଓ ମା ପାଖରୁ ରୋଜଗାରିଆ ପୁଅକୁ ଛଡାଇ ନେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
