Advertisment

ମାତିଛି ଲୌହଦାନବ !

ଏଠି ବାହାନଗା କରମଣ୍ଡଳ ଟ୍ରାଜେଡି ଭଳି କୋଳାହଳ ନାହିଁ। ହେଲେ କରୁଣ ଦୁଖ ବାହାନଗାଠାରୁ କିଛି କମ ନୁହେଁ। ଏଠାରେ ବି ୬ ଜଣଙ୍କୁ ମାରିଛି ଲୌହଦାନବ। ଆଉ କିଛି ଜଣଙ୍କୁ ପଙ୍ଗୁ ବି କରିଛି।

Advertisment

ଏଠି ବାହାନଗା କରମଣ୍ଡଳ ଟ୍ରାଜେଡି ଭଳି କୋଳାହଳ ନାହିଁ। ହେଲେ କରୁଣ ଦୁଖ ବାହାନଗାଠାରୁ କିଛି କମ ନୁହେଁ। ଏଠାରେ ବି ୬ ଜଣଙ୍କୁ ମାରିଛି ଲୌହଦାନବ। ଆଉ କିଛି ଜଣଙ୍କୁ ପଙ୍ଗୁ ବି କରିଛି। ଅନେକ ପରିବାରକୁ ଛିନଛତର କରିଛି ଏହି ମାଲବାହୀ ଟ୍ରେନ। ସ୍ତ୍ରୀକୁ ବିଧବା ସଜାଇଛି, ପିଲାଙ୍କୁ ଅନାଥ କରିଛି, ବୁଢା ବାପା ଓ ମା ପାଖରୁ ରୋଜଗାରିଆ ପୁଅକୁ ଛଡାଇ ନେଇଛି। 

Advertisment
Odisha Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe