Advertisment

ବିଦ୍ୟୁତ୍ ଆଘାତରେ ପରିବାରର ୬ ଆହତ

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ସର୍ଗିଗୁଡ଼ାଠାରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଛନ୍ତି। ଆଜି ସକାଳେ ଗାଁର ଦୁର୍ଯ୍ୟ ହରିଜନ ତାଙ୍କର ନିର୍ମାଣାଧିନ ଘର ଛାତରେ ପାଣି ପକାଉଥିଲେ। ଏହି ସମୟରେ ଦୁର୍ଯ୍ୟ ତାଙ୍କ ଘର ପାଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ତାର ସଂସ୍ପର୍ଶରେ ଆସିଥିଲେ। ଏହାଦେଖି ତାଙ୍କୁ ଉଦ୍ଧାର ପାଇଁ  ଚେଷ୍ଟା କରିବା ବେଳେ ଜଣଙ୍କ ପରେ ଜଣେ  ପରିବାରର ୬ […]

ବିଦ୍ୟୁତ୍ ଆଘାତରେ ପରିବାରର ୬ ଆହତ

jeypore

Advertisment

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ସର୍ଗିଗୁଡ଼ାଠାରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଛନ୍ତି।

Advertisment

ଆଜି ସକାଳେ ଗାଁର ଦୁର୍ଯ୍ୟ ହରିଜନ ତାଙ୍କର ନିର୍ମାଣାଧିନ ଘର ଛାତରେ ପାଣି ପକାଉଥିଲେ। ଏହି ସମୟରେ ଦୁର୍ଯ୍ୟ ତାଙ୍କ ଘର ପାଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ତାର ସଂସ୍ପର୍ଶରେ ଆସିଥିଲେ।

ଏହାଦେଖି ତାଙ୍କୁ ଉଦ୍ଧାର ପାଇଁ  ଚେଷ୍ଟା କରିବା ବେଳେ ଜଣଙ୍କ ପରେ ଜଣେ  ପରିବାରର ୬ ଜଣ  ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ  ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବ ଦୁର୍ଯ୍ୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ   ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe