Advertisment

ମିଛରେ ମାରି ଦେଲେ ୬୦!

ରାଜ୍ୟର ବିଭିନ୍ନ ଅଂଚଳରେ ଗତ ୧୦ ବର୍ଷରେ ପୋଲିସ୍ ଏନକାଉଣ୍ଟରରେ ୯୫ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ ଏଥିରୁ ୬୦ଟି ଏନକାଉଣ୍ଟର ଫେକ୍ ଥିବାର ଅଭିଯୋଗ ଜାତୀୟ ମାନବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନରେ ଜାତୀୟ ମାନବାଧିକାର କମିଶନ ବା ଏନଏଚଆରସିଙ୍କ ନିକଟରୁ ମିଳିଥିବା ତଥ୍ୟକୁ ଦେଖିଲେ, ଗତ ୧୦ ବର୍ଷରେ ଦେଶରେ ଉତ୍ତରପ୍ରଦେଶରୁ ସର୍ବାଧିକ ୨୩୧ଟି ଫେକ୍ ପୋଲିସ୍ ଏନକାଉଣ୍ଟର ଅଭିଯୋଗ ଆସିଛି। ଆସାମରୁ ୬୮ଟି ଫେକ୍ ଏନକାଉଣ୍ଟର ଅଭିଯୋଗ ପଂଜୀକୃତ ହୋଇଥିବା ବେଳେ ଓଡ଼ିଶାରୁ ତୃତୀୟ ସର୍ବାଧିକ ୬୦ଟି ଫେକ୍ ଏନକାଉଣ୍ଟର ଅଭିଯୋଗ ପଂଜୀକୃତ ହୋଇଛି।

Odisha Police Encounter Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe