/odisha-reporter/media/post_attachments/uploads/2018/11/v6b.jpg)
v6b
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ରିଭଲଭର୍ ଦେଖାଇ ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ଇାପଲୀ ନିକଟରେ ଏକ ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଛି।
Advertisment
ଏ ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।
୪ ଜଣ ଦୁର୍ବୃତ୍ତ ବାଇକରେ ଆସି ମଝି ରାସ୍ତାରେ ଟଙ୍କା ନେଇ ଯାଉଥିବା କାରକୁ ଅଟକାଇଥିଲେ । କାରରେ ଥିବା ଏକ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ଦୁର୍ବତ୍ତମାନେ ରିଭଲଭର ଦେଖାଇଥିଲେ। ପରେ ଟଙ୍କା ଲୁଟି ନେଇଥିଲେ। ପୁଲିସ୍ ଅଭିଯୋଗକାରୀଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଏସ୍ପି ମଧ୍ୟ
ବେଗୁନିଆ ଥାନାକୁ ଯାଇ ଛାନଭିନ୍ ଆରମ୍ଭ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
