୭ଦଫା ଦାବି ନେଇ ସର୍ବହରା ଚାଷୀ କମିଟି ପକ୍ଷରୁ ରେଳରୋକ

ଭଦ୍ରକ: ୭ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଭଟ୍ଟତିରା ରେଳ ଷ୍ଟେସନଠାରେ ସର୍ବହରା ଚାଷୀ କମିଟି ପକ୍ଷରୁ ରେଳ ରୋକ କରଯାଇଛି। ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ ଚାଲିବ ବୋଲି କମିଟିର ପକ୍ଷରୁ କୁହାଯାଇଛି।  କମିଟିର ଦାବି ମଧ୍ୟରେ ରହିଛି ୫ଟି ମୌଜାର ଜମିକୁ ପୁନଃ ମୂଲ୍ୟୟନ କରାଯିବା, ଜମିହାରାଇଥିବା ପରିବାରଙ୍କୁ ନିଯୁକ୍ତି ଦେବା, ଭଟ୍ଟତିରାଠାରେ ରେଳଡବା ସଫେଇ କାର୍ଯ୍ୟ ଆରମ୍ଭ କରିବା, ପୂର୍ବ ପ୍ରତିଶୃତିକୁ ପାଳନ କରିବା, ଗୋଚର ଓ ଶଶ୍ମାନ ଜମି […]

railroka

railroka

Rakesh Mallick
  • Published: Monday, 11 May 2015
  • Updated: 11 May 2015, 07:14 AM IST

ଭଦ୍ରକ: ୭ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଭଟ୍ଟତିରା ରେଳ ଷ୍ଟେସନଠାରେ ସର୍ବହରା ଚାଷୀ କମିଟି ପକ୍ଷରୁ ରେଳ ରୋକ କରଯାଇଛି। ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ ଚାଲିବ ବୋଲି କମିଟିର ପକ୍ଷରୁ କୁହାଯାଇଛି।  କମିଟିର ଦାବି ମଧ୍ୟରେ ରହିଛି ୫ଟି ମୌଜାର ଜମିକୁ ପୁନଃ ମୂଲ୍ୟୟନ କରାଯିବା, ଜମିହାରାଇଥିବା ପରିବାରଙ୍କୁ ନିଯୁକ୍ତି ଦେବା, ଭଟ୍ଟତିରାଠାରେ ରେଳଡବା ସଫେଇ କାର୍ଯ୍ୟ ଆରମ୍ଭ କରିବା, ପୂର୍ବ ପ୍ରତିଶୃତିକୁ ପାଳନ କରିବା, ଗୋଚର ଓ ଶଶ୍ମାନ ଜମି ଯୋଗାଇବା ଏବଂ ବନ୍ଦରକୁ ଜମି ଏବଂ ବନ୍ଦରକୁ ଜମି ଦଇଥିବା ପରିବାରକୁ  ଆଉ ଜମି ଅଧିଗ୍ରହଣ ନ କରିବା ଓ ଏହି ଅଞ୍ଚଳରରୁ ନିଆଯାଇଥିବା ଜମିକୁ ଫେରସ୍ତ କରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story