Advertisment

୭ଦଫା ଦାବି ନେଇ ସର୍ବହରା ଚାଷୀ କମିଟି ପକ୍ଷରୁ ରେଳରୋକ

ଭଦ୍ରକ: ୭ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଭଟ୍ଟତିରା ରେଳ ଷ୍ଟେସନଠାରେ ସର୍ବହରା ଚାଷୀ କମିଟି ପକ୍ଷରୁ ରେଳ ରୋକ କରଯାଇଛି। ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ ଚାଲିବ ବୋଲି କମିଟିର ପକ୍ଷରୁ କୁହାଯାଇଛି।  କମିଟିର ଦାବି ମଧ୍ୟରେ ରହିଛି ୫ଟି ମୌଜାର ଜମିକୁ ପୁନଃ ମୂଲ୍ୟୟନ କରାଯିବା, ଜମିହାରାଇଥିବା ପରିବାରଙ୍କୁ ନିଯୁକ୍ତି ଦେବା, ଭଟ୍ଟତିରାଠାରେ ରେଳଡବା ସଫେଇ କାର୍ଯ୍ୟ ଆରମ୍ଭ କରିବା, ପୂର୍ବ ପ୍ରତିଶୃତିକୁ ପାଳନ କରିବା, ଗୋଚର ଓ ଶଶ୍ମାନ ଜମି […]

୭ଦଫା ଦାବି ନେଇ ସର୍ବହରା ଚାଷୀ କମିଟି ପକ୍ଷରୁ ରେଳରୋକ

railroka

Advertisment

ଭଦ୍ରକ: ୭ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଭଟ୍ଟତିରା ରେଳ ଷ୍ଟେସନଠାରେ ସର୍ବହରା ଚାଷୀ କମିଟି ପକ୍ଷରୁ ରେଳ ରୋକ କରଯାଇଛି। ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ ଚାଲିବ ବୋଲି କମିଟିର ପକ୍ଷରୁ କୁହାଯାଇଛି।  କମିଟିର ଦାବି ମଧ୍ୟରେ ରହିଛି ୫ଟି ମୌଜାର ଜମିକୁ ପୁନଃ ମୂଲ୍ୟୟନ କରାଯିବା, ଜମିହାରାଇଥିବା ପରିବାରଙ୍କୁ ନିଯୁକ୍ତି ଦେବା, ଭଟ୍ଟତିରାଠାରେ ରେଳଡବା ସଫେଇ କାର୍ଯ୍ୟ ଆରମ୍ଭ କରିବା, ପୂର୍ବ ପ୍ରତିଶୃତିକୁ ପାଳନ କରିବା, ଗୋଚର ଓ ଶଶ୍ମାନ ଜମି ଯୋଗାଇବା ଏବଂ ବନ୍ଦରକୁ ଜମି ଏବଂ ବନ୍ଦରକୁ ଜମି ଦଇଥିବା ପରିବାରକୁ  ଆଉ ଜମି ଅଧିଗ୍ରହଣ ନ କରିବା ଓ ଏହି ଅଞ୍ଚଳରରୁ ନିଆଯାଇଥିବା ଜମିକୁ ଫେରସ୍ତ କରିବା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe