Advertisment

ପଚା ଶବ ସହ ୭ ଦିନ

ଏ ଛାତିଥରା କାହାଣୀର ଏମାନେ ହେଉଛନ୍ତି ଜଣେ ଜଣେ ମୂକସାକ୍ଷୀ। ଦେହରୁ ଶବର ଦୁର୍ଗନ୍ଧ ବାହାରୁଛି ଆଉ ମନ ଭିତରେ ଭୟ। ଯେଉଁଠି ମାଆ ନିଜ ମଲା ପୁଅର ମୁହଁ ଦେଖିବାକୁ ଭୟ କରୁଛି, ସେଠି ଏହିମାନେ ହିଁ ଶବ ଭିତରେ ହାତ ପୂରାଇ ଚିହ୍ନା ଶବ ଖୋଜୁଛନ୍ତି।

author-image
Debendra Prusty

ଏ ଛାତିଥରା କାହାଣୀର ଏମାନେ ହେଉଛନ୍ତି ଜଣେ ଜଣେ ମୂକସାକ୍ଷୀ। ଦେହରୁ ଶବର ଦୁର୍ଗନ୍ଧ ବାହାରୁଛି ଆଉ ମନ ଭିତରେ ଭୟ। ଯେଉଁଠି ମାଆ ନିଜ ମଲା ପୁଅର ମୁହଁ ଦେଖିବାକୁ ଭୟ କରୁଛି, ସେଠି ଏହିମାନେ ହିଁ ଶବ ଭିତରେ ହାତ ପୂରାଇ ଚିହ୍ନା ଶବ ଖୋଜୁଛନ୍ତି। 

Advertisment
Odisha Train Accident Train Tragedy Coromandel Express