କାଞ୍ଜିପାଣି ଘାଟିରେ ଓଲଟିଲା ଗାଡ଼ି, ଜଣେ ମୃତ, ୭ ଆହତ

କେନ୍ଦୁଝର(ଚିନ୍ମୟ କୁମାର ସାହୁ):  କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏକ ନଳକୂପ ଖନନ ପାଇଁ ଆସିଥିବା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଧରମ ଯାଦବ। ତାଙ୍କ ଘର ଛତିଶଗଡ଼ରେ। ଆହତଙ୍କୁ  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅଗ୍ନିଶମ ବାହିନୀର କର୍ମଚାରୀ ମେସିନ୍‌ ତଳେ  ଚାପି ରହିଥିବା ମୃତକ ଧରମ […]

44

44

Mihir Pattnayak
  • Published: Tuesday, 04 December 2018
  • Updated: 04 December 2018, 02:19 PM IST

Sports

Latest News

କେନ୍ଦୁଝର(ଚିନ୍ମୟ କୁମାର ସାହୁ):  କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏକ ନଳକୂପ ଖନନ ପାଇଁ ଆସିଥିବା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଧରମ ଯାଦବ। ତାଙ୍କ ଘର ଛତିଶଗଡ଼ରେ। ଆହତଙ୍କୁ  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅଗ୍ନିଶମ ବାହିନୀର କର୍ମଚାରୀ ମେସିନ୍‌ ତଳେ  ଚାପି ରହିଥିବା ମୃତକ ଧରମ ଉଦ୍ଧାର କରିଥିଲେ।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ତେଲକୋଇରୁ ଯିବା ସମୟରେ ଏହି ଦୁର୍ଘଟଣା  ଘଟିଥିଲା।

https://youtu.be/Tj049y9_mB8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos