Advertisment

୭୫ ବର୍ଷ ପୁରିଛି, ସମସ୍ୟା ସୁଧୁରୁନି କି ?

ରାଜଧାନୀ ଭୁବନେଶ୍ବରକୁ ୭୫ ବର୍ଷ ପୁରିଛି । ଧୀରେ ଧୀରେ ରାଜଧାନୀରେ କାୟା ବଢିଛି , ସହର ସ୍ମାର୍ଟ ହୋଇଛି । କିନ୍ତୁ ତା ସହ ସମାନ୍ତରାଳ ଭାବେ ସମସ୍ୟା ବି ବଢି ଯାଇଛି। ଭୁବନେଶ୍ବର ପାର୍ଟ କୁହାଯାଉଥିବା ଇସ୍କନ ମନ୍ଦିର ସମ୍ମୁଖ । ଦୀର୍ଘ ବର୍ଷ ହେଲା ଏଠାରେ ବର୍ଷା ପାଣି ନିଷ୍କାସନ ସମସ୍ୟା ରହିଛି। ପ୍ରତି ବର୍ଷାରେ ପାଣି ଲହଡି ଭାଙ୍ଗିବା ଥୟ। କାହିଁ କେତେ କଣ ମିଟିଂ ହୋଇଛି । ଖବର ପ୍ରସାରଣ ହୋଇଛି । କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ ।

author-image
Manoj Swain

ରାଜଧାନୀ ଭୁବନେଶ୍ବରକୁ ୭୫ ବର୍ଷ ପୁରିଛି। ଧୀରେ ଧୀରେ ରାଜଧାନୀରେ କାୟା ବଢିଛି, ସହର ସ୍ମାର୍ଟ ହୋଇଛି। କିନ୍ତୁ ତା ସହ ସମାନ୍ତରାଳ ଭାବେ ସମସ୍ୟା ବି ବଢି ଯାଇଛି। ଭୁବନେଶ୍ବର ହାର୍ଟ କୁହାଯାଉଥିବା ଇସ୍କନ ମନ୍ଦିର ସମ୍ମୁଖ । ଦୀର୍ଘ ବର୍ଷ ହେଲା ଏଠାରେ ବର୍ଷା ପାଣି ନିଷ୍କାସନ ସମସ୍ୟା ରହିଛି। ପ୍ରତି ବର୍ଷାରେ ପାଣି ଲହଡି ଭାଙ୍ଗିବା ଥୟ। କାହିଁ କେତେ କଣ ମିଟିଂ ହୋଇଛି । ଖବର ପ୍ରସାରଣ ହୋଇଛି । କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ। 

Advertisment
Bhubaneswar Smart City