‘ବାତ୍ୟା’ ଭୟ ଭିତରେ ଜନ୍ମ ନେଲେ ୭୫୦ ଜଣ ଶିଶୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବାତ୍ୟା ‘ୟାସ’ ଭୟ ଭିତରେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ୭୫୦ଜଣ ଶିଶୁ ଜନ୍ମ ନେଇଛନ୍ତି। ମେ’ ୨୫ ଓ ୨୬ତାରିଖ ଦୁଇଦିନ ଧରି ଉପକୂଳ ଓଡ଼ିଶାର ଲୋକମାନେ ବାତ୍ୟା ‘ୟାସ’କୁ ନେଇ ଭୟଭୀତ ରହିଥିବାବେଳେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମୋଟ ୭୫୦ଜଣ ଶିଶୁଙ୍କ ଜନ୍ମ ହୋଇଛି। ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ […]

Newborns Took Birth

Newborns Took Birth

Ordigital Desk
  • Published: Thursday, 27 May 2021
  • Updated: 27 May 2021, 06:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବାତ୍ୟା ‘ୟାସ’ ଭୟ ଭିତରେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ୭୫୦ଜଣ ଶିଶୁ ଜନ୍ମ ନେଇଛନ୍ତି। ମେ’ ୨୫ ଓ ୨୬ତାରିଖ ଦୁଇଦିନ ଧରି ଉପକୂଳ ଓଡ଼ିଶାର ଲୋକମାନେ ବାତ୍ୟା ‘ୟାସ’କୁ ନେଇ ଭୟଭୀତ ରହିଥିବାବେଳେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମୋଟ ୭୫୦ଜଣ ଶିଶୁଙ୍କ ଜନ୍ମ ହୋଇଛି।

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ୪୫୫୫ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀଙ୍କ ସହାୟତାରେ ଏହି ଗର୍ଭବତୀମାନଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧୦୭ଜଣଙ୍କ ଆସନ୍ନ ପ୍ରସବା ମହିଳାଙ୍କୁ ୨୪୫ତାରିଖରୁ ହସ୍ପିଟାଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥଲା। ମେ’ ୨୫ ଓ ୨୬ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ଜଣ ଶିଶୁ ଜନ୍ମ ନେଇଛନ୍ତି। ଏଥିରେ ସର୍ବାଧିକ ଶିଶୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୬ଜଣ, ଭଦ୍ରକମରେ ୯୮ଜଣ, ଖୋର୍ଦ୍ଧାରେ ୯୫ଜଣ, ଜଗତସିଂହପୁରରେ ୮୪ଜଣ, ଯାଜପୁରରେ ୬୯ଜଣ, କେନ୍ଦୁଝରରେ ୫୫ଜଣ, ମୟୂରଭଞ୍ଜରେ ୩୬, ବାଲେଶ୍ୱରରେ ୫୮, କଟକରେ ୬୧ଜଣ ଓ ପୁରୀ ଜିଲ୍ଲାରେ ୨୮ଜଣ ଶିଶୁ ଜନ୍ମ ନେଇଛନ୍ତି। ସମସ୍ତ ପ୍ରସୂତୀ ଓ ନବଜାତକ ଶିଶୁ ସୁସ୍ଥ ରହିଛନ୍ତି।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଦିଆଯାଉଥିବା ଶୁଖିଲା ରାସନକୁ ଜୁନ୍ ମାସ ପାଇଁ ଅଗୁଆ ପଦକ୍ଷେପ ସ୍ୱରୂପ ଚଳିତ ମଇ ୨୫ତାରିଖ ସୁଦ୍ଧା ବଣ୍ଟନ କରାଯାଇଛି। ହିତାଧିକାରୀମାନେ ଏହାର ସଠିକ୍ ଉପଯୋଗ କରିବା ନିମନ୍ତେ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story