କୁହୁଡ଼ି ହେଲା କାଳ; ନଦୀ ବନ୍ଧରୁ ଓଲଟିଲା ବୋଲେରୋ

ଜଗତସିଂହପୁର(ଶଶାଙ୍କ ଶେଖର ଦାସ): ଘନ କୁହୁଡ଼ି ହେଲା କାଳ। ଦେଖାଗଲାନି ରାସ୍ତା। ନଦୀ ବନ୍ଧରୁ ଭାରସାମ୍ୟ ହରାଇ ତଳକୁ ଖସି ଓଲଟି ପଡ଼ିଲା ବୋଲେରୋ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଗୁରୁତର ସମସ୍ତଙ୍କ ଘର କଟକରେ ବୋଲି ସୂଚନା ମିଳିଛି। ଗତକାଲି  କଟକରୁ ୭/୮ ଜଣ ଏକ ବୋଲେରୋରେ ଜଗତସିଂହପୁରସ୍ଥିତ ମା’ ଶାରଳା ଓ ଗୋରେଖନାଥଙ୍କ ଦର୍ଶନ […]

bolero

bolero

Niharika Rout
  • Published: Tuesday, 13 December 2022
  • Updated: 13 December 2022, 11:49 AM IST

ଜଗତସିଂହପୁର(ଶଶାଙ୍କ ଶେଖର ଦାସ): ଘନ କୁହୁଡ଼ି ହେଲା କାଳ। ଦେଖାଗଲାନି ରାସ୍ତା। ନଦୀ ବନ୍ଧରୁ ଭାରସାମ୍ୟ ହରାଇ ତଳକୁ ଖସି ଓଲଟି ପଡ଼ିଲା ବୋଲେରୋ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଗୁରୁତର ସମସ୍ତଙ୍କ ଘର କଟକରେ ବୋଲି ସୂଚନା ମିଳିଛି।

ଗତକାଲି  କଟକରୁ ୭/୮ ଜଣ ଏକ ବୋଲେରୋରେ ଜଗତସିଂହପୁରସ୍ଥିତ ମା’ ଶାରଳା ଓ ଗୋରେଖନାଥଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ମା’ଙ୍କ ଦର୍ଶନ ପରେ ରାତିରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋଶଲଠାରେ ଜଣେ ସମ୍ପର୍କୀୟଙ୍କ ଏକାଦଶାହ ଭୋଜିରେ ସେମାନେ ଯୋଗ ଦେଇଥିଲେ ।

ସେଠାରୁ ବିଳମ୍ବିତ ରାତିରେ କଟକ  ଫେରିଲା ବେଳେ ଘନ କୁହୁଡି ହୋଇଥିବାରୁ ରାସ୍ତା ଜାଣି ପାରି ନ ଥିଲେ ଡ୍ରାଇଭର। ଫଳରେ  ଓଳଗଦା ନିକଟରେ ଗାଡିଟି ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଖସି  ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି।

ଖଵର ପାଇ ତିର୍ତ୍ତୋଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ପ୍ରଥମେ ମଣିଜଙ୍ଘା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story