୮ଟି ଖଣିର ପୁନଃ ପଞ୍ଜିକରଣ ପ୍ରସଙ୍ଗ: ସରକାରଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ  

ଭୁବନେଶ୍ୱର:ବନ୍ଦ ପଡିଥବା ୮ଟି ଖଣିର ପୁନଃ ପଞ୍ଜିକରଣ ନ କରାଯିବାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏମାନଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି। ଗତ ମେ’ ୧ ତାରିଖରେ ଖଣି ନଖୋଲିବା ନେଇ ବିଭାଗୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣି ଗୁଡିକର ଚୁକ୍ତି ଅବଧି କାହିଁକି ଶେଷ […]

highcourt

highcourt

Rakesh Mallick
  • Published: Tuesday, 12 May 2015
  • Updated: 12 May 2015, 08:44 AM IST

ଭୁବନେଶ୍ୱର:ବନ୍ଦ ପଡିଥବା ୮ଟି ଖଣିର ପୁନଃ ପଞ୍ଜିକରଣ ନ କରାଯିବାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏମାନଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି। ଗତ ମେ' ୧ ତାରିଖରେ ଖଣି ନଖୋଲିବା ନେଇ ବିଭାଗୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣି ଗୁଡିକର ଚୁକ୍ତି ଅବଧି କାହିଁକି ଶେଷ କରାନିଯବ ସେ ନେଇ କାରଣ ଦର୍ଶାଇବାକୁ ଖଣି ବିଭାଗ ପକ୍ଷରୁ ସଂପୃକ୍ତ ଖଣି କମ୍ପାନୀକୁ ନିଦ୍ଦେର୍ଶ ଦିଆଯାଇଥିଲା। ମେ' ୧୨ତାରିଖ ସୁଦ୍ଧା ଏ ପ୍ରସଙ୍ଗରେ ନିଜର ପକ୍ଷ ରଖିବା ଲାଗି ଖଣି କମ୍ପାନୀ ଗୁଡିକୁ ନୋଟିସରେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story