୯ ମାସ ଧରି ଗର୍ଭବତୀର ନାଟକ | Odisha Reporter
Advertisment
ସ୍ୱାମୀ ଆଗରେ ଗର୍ଭବତୀର ନାଟକ କରୁଥିଲା ମହିଳା! ମେଡିକାଲ୍ ବେଡ୍ରେ ମଧ୍ୟ ଭଲ ଅଭିନୟ କରିଥିଲା। ହେଲେ ଶେଷ ପର୍ଯ୍ୟାୟରେ ସବୁ ଗୁମର ଖୋଲିଗଲା। ଆଉ ସର୍ବ ସମ୍ମୁଖରେ ଧରାପଡ଼ିଗଲା। ଗିରଫ ହେବା ଭୟରେ ମେଡିକାଲ୍ ଛାଡ଼ି ପଳାଇଗଲା। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ଅଭିନୟ କରୁଥିବା ମହିଳା ଜଣକ ହେଲେ ମିଲି(ଛଦ୍ମନାମ)।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us