୯ ବରିଷ୍ଠ ଓଏଏସଙ୍କ ବଦଳି, ୧୦ ଓଏଏସଙ୍କୁ ପଦୋନ୍ନତି

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସମ୍ବଲପୁର ଜିଲ୍ଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଦିଲ୍ଲୀପ କୁମାର ବଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Thursday, 04 May 2023
  • Updated: 04 May 2023, 10:40 PM IST

Sports

Latest News

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ ଓ ପଦୋନ୍ନତି କରିଛନ୍ତି । ୯ଜଣ ବରିଷ୍ଠ ଓଏଏସଙ୍କ ବଦଳି ହୋଇଥିବାବେଳେ ୧୦ଜଣଙ୍କର ପଦୋନ୍ନତି ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସମ୍ବଲପୁର ଜିଲ୍ଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଦିଲ୍ଲୀପ କୁମାର ବଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେ ନିକଟରେ ସାଧାରଣ ପ୍ରଶାସନ ବିଭାଗରେ ଯୋଗ ଦେଇଥିଲେ ।

Also Read

ସେହିପରି ବରିଷ୍ଠ ଓଏଏସ୍ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ କଟକସ୍ଥିତ ଜମିଜମା ରେକର୍ଡ ଓ ସର୍ଭେର ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବାବେଳେ କଟକରେ ଅତିରିକ୍ତ ଜିଲ୍ଲାପାଳ ଥିବା ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ତଥା ସିଡିଓ ଭାବେ ବଦଳି ହୋଇଛି । ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀଗନ୍ତ ରାଉତରାୟଙ୍କୁ କଟକ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ(ଖ)ଙ୍କୁ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସମ୍ବଲପୁରରେ ଅତିରିକ୍ତ ଜିଲ୍ଲାପାଳ ଥିବା ଉମାକାନ୍ତ ରାଜଙ୍କୁ ସମ୍ବଲପୁର ମହାନଗର ନିଗମ କମିଶନର କରାଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳ ସିଗ୍ଧାରାଣୀ ଧଳଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଯୁଗ୍ମ କମିଶନର ଭାବେ ବଦଳି ହୋଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ସପନ କୁମାର ନନ୍ଦଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

ସେହିପରି ୧୦ଜଣ ଓଏଏସ୍ ଅଫିସରଙ୍କୁ ସୁପରଟାଇମ ସ୍କେଲକୁ ପଦୋନ୍ନତି ମିଳିଛି । ସେମାନେ ହେଲେ ପ୍ରଭାତ କୁମାର ସାହୁ, ଅକ୍ଷୟ କୁମାର ଖେମୁଦୁ, ସୋମନାଥ ମାଝୀ, ସୁଚେତା ମହାପାତ୍ର, ହରପ୍ରିୟା ଦାଶ, ଅମୀୟ କୁମାର ରାଉତ, ପ୍ରେମାଂଶୁ ଚାନ୍ଦ, ତପନ କୁମାର ଖୁଣ୍ଟିଆ, ସପନ କୁମାର ନନ୍ଦ ଓ ପ୍ରଦୀପ କୁମାର ସାହୁ । ଏହି ଅଫିସରମାନଙ୍କ ପଦୋନ୍ନତି ସଂକ୍ରାନ୍ତ ବିଜ୍ଞପ୍ତି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story