ଫୋକସରେ ଗଜପତି: ୯ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବରିଷ୍ଠ ଓଏଏସ୍ ଦିଗନ୍ତ ରାଉତରାୟଙ୍କ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳିକୁ ରଦ୍ଦ କରାଯାଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Saturday, 24 June 2023
  • Updated: 24 June 2023, 10:27 PM IST

Sports

Latest News

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ କେତେକ ଅଦଳବଦଳ କରିଛନ୍ତି । ଗଜପତି ଜିଲ୍ଲାରେ ଶାସକ ବିଜେଡିର କେହି ବି ବିଧାୟକ ନଥିବାରୁ ଏବେ ସେଠାରେ ନିଜ ପସନ୍ଦର ଅଫିସରମାନଙ୍କୁ ନିଯୁକ୍ତି ଦେଇ ଆଗାମୀ ବିଧାନସଭା ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଗତ ୨ଦିନ ମଧ୍ୟରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ପଦୋନ୍ନତିପ୍ରାପ୍ତ ଆଇଏଏସ୍ ସ୍ମତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ଦେଇଥିବା ରାଜ୍ୟ ସରକାର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ଓଏଏସ୍ ବ୍ରଜବନ୍ଧୁ ଭୋଇଙ୍କୁ ଅବସ୍ଥାପିତ କରିଛନ୍ତି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବରିଷ୍ଠ ଓଏଏସ୍ ଦିଗନ୍ତ ରାଉତରାୟଙ୍କ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳିକୁ ରଦ୍ଦ କରାଯାଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଛି । ଦେବଗଡ଼ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଥିବା ଓଏଏସ୍ ଲୁକାସ ପ୍ରଧାନଙ୍କୁ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟର ଅତିରିକ୍ତ ଆଇଜି ଭାବେ ବଦଳି ହୋଇଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଜେନେରାଲ ମ୍ୟାନେଜର ଲଗ୍ନଜିତ୍ ରାଉତଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ଜୟପୁର ଉପଜିଲ୍ଲାପାଳ ଦେବବରା ପ୍ରଧାନଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ, ଉଦଳା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଦେବଦତ୍ତ ପଣ୍ଡାଙ୍କୁ ରାଜ୍ୟ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରାଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଓ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Also Read

ଉଲ୍ଲେଖଯୋଗ୍ୟ, ଜିଲ୍ଲାସ୍ତରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଶାସକ ବିଜେଡି ନିଜର ଭୋଟ୍ ବ୍ୟାଙ୍କ ବୃଦ୍ଧି କରିବା ଚକ୍କରରେ ରହିଛି । ଯେଉଁଥିପାଇଁ ଗଜପତି ଜିଲ୍ଲାରେ ଏବେ କଂଗ୍ରେସର ପ୍ରଭାବ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ବିଜେଡି ସେଠାରେ ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ( ପୂର୍ବରୁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପଦବୀ ଥିଲା)ଙ୍କୁ ବଦଳାଇ ନୂଆ ଅଫିସରଙ୍କୁ ମାଧ୍ୟମରେ ଦଳୀୟ ଭୋଟବ୍ୟାଙ୍କ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଏବେ ଗଜପତି ଜିଲ୍ଲାର ୨ଟି ବିଧାନସଭା ଆସନ ବିଜେପି ଓ କଂଗ୍ରେସ କବଜାରେ ରହିଛି । ମୋହନାରେ କଂଗ୍ରେସ ଓ ପାରଳାଖେମୁଣ୍ଡିରେ ବିଜେପିର ବିଧାୟକ ଥିବାବେଳେ ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ଗଜପତିରେ କେହି ବିଜେଡି ବିଧାୟକ ନାହାନ୍ତି । ଏହି କାରଣରୁ ଦଳ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେଠାରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଏଭଳି ପ୍ରଶାସନିକସ୍ତରରେ ଅଦଳବଦଳ କରିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story