Advertisment

ଚମ୍ପୁଆ ଅଞ୍ଚଳରେ ହାତୀ ଆତଙ୍କ, ମୟୂରଭଞ୍ଜ ଓ ଝାଡ଼ଖଣ୍ଡରୁ ଆସିଛନ୍ତି ୯୦ ହାତୀ

କେନ୍ଦୁଝର: କେନ୍ଦୁଝରରେ ବଣୁଆ ହାତୀ ଆତଙ୍କ। ମୟୂରଭଞ୍ଜ ଓ ଝାଡ଼ଖଣ୍ଡରୁ ୯୦ରୁ ଅଧିକ ହାତୀ ଚମ୍ପୁଆ ରେଞ୍ଜରେ ପ୍ରବେଶ କରିଛନ୍ତି। ଚମ୍ପୁଆ ରେଞ୍ଜରେ ପାଞ୍ଚ ଛଅଟି ଦଳରେ ହାତୀଗୁଡ଼ିକ ବୁଲୁଛନ୍ତି।  ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ପତଳା, ରଜିଆ, ସୁନାପଶି ଓ ଜାମୁଦଳକ ଗାଁରେ ଗତ ୨ ଦିନ ଧରି ୫୦ରୁ ଅଧିକ ହାତୀ ୩ଟି ଦଳରେ ଆସି ଉପଦ୍ରବ ଚଳାଇଛନ୍ତି। ଲୋକେ ରାତି ଅନିଦ୍ରା ହୋଇ ଫସଲ ଜଗି ରହୁଛନ୍ତି। ସ୍ଥାନୀୟ ଲୋକଙ୍କ […]

ଅଦ୍ୟତନ ହୋଇଛି
ଚମ୍ପୁଆ ଅଞ୍ଚଳରେ ହାତୀ ଆତଙ୍କ, ମୟୂରଭଞ୍ଜ ଓ ଝାଡ଼ଖଣ୍ଡରୁ ଆସିଛନ୍ତି ୯୦ ହାତୀ

elephant

Advertisment

କେନ୍ଦୁଝର: କେନ୍ଦୁଝରରେ ବଣୁଆ ହାତୀ ଆତଙ୍କ। ମୟୂରଭଞ୍ଜ ଓ ଝାଡ଼ଖଣ୍ଡରୁ ୯୦ରୁ ଅଧିକ ହାତୀ ଚମ୍ପୁଆ ରେଞ୍ଜରେ ପ୍ରବେଶ କରିଛନ୍ତି। ଚମ୍ପୁଆ ରେଞ୍ଜରେ ପାଞ୍ଚ ଛଅଟି ଦଳରେ ହାତୀଗୁଡ଼ିକ ବୁଲୁଛନ୍ତି।  ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି।

Advertisment

[video width="640" height="480" mp4="https://odishareporter.in/wp-content/uploads/2016/10/24.10.16-51-Elephants-In-Champua-KJR-3.mp4"][/video]

ପତଳା, ରଜିଆ, ସୁନାପଶି ଓ ଜାମୁଦଳକ ଗାଁରେ ଗତ ୨ ଦିନ ଧରି ୫୦ରୁ ଅଧିକ ହାତୀ ୩ଟି ଦଳରେ ଆସି ଉପଦ୍ରବ ଚଳାଇଛନ୍ତି। ଲୋକେ ରାତି ଅନିଦ୍ରା ହୋଇ ଫସଲ ଜଗି ରହୁଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ବନାଞ୍ଚଳ ଅଧିକାରୀ ହାତୀଙ୍କୁ ଘଉଡ଼ାଉଛନ୍ତି। ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe