Advertisment

ଚୋରା ଚାଲାଣ ବେଳେ ୯୧ କଇଁଛ ଜବତ, ଦୁଇ ଗିରଫ

ବାଲେଶ୍ୱର (ରଣଜିତ ପାକଳ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ନିୟମିତ କଇଁଛ ଚାଲାଣ ହେଉଥିବାର ପ୍ରମାଣ ଆଜି ମିଳିଛି। ଆର୍‌ପିଏଫ୍‌ ଓ ଚାନ୍ଦିପୁର ପୁଲିସ ମିଳିତ ଭାବେ ବାଲେଶ୍ୱର ଜିଲ୍ଲା ରାଜଘାଟ ରେଳ ଷ୍ଟେସନରେ ଚଢ଼ଉ କରି ୯୧ଟି କଇଁଛ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି କଇଁଛ ମାର୍କୋଣାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ପାତ୍ର ଓ ବାଲେଶ୍ୱର ଜିଲ୍ଲା ଭୋଗରାଇ କଲେଇ ଗାଁର ରବୀନ୍ଦ୍ର ପ୍ରଧାନ। ଆର୍‌ପିଏଫ୍‌ ଓ ପୁଲିସ କାର୍ତ୍ତିକ ୮୧ଟି ଏବଂ ରବୀନ୍ଦ୍ର ପାଖରୁ ୧୦ଟି କଇଁଛ ଉଦ୍ଧାର କରିଛି।

ଅଦ୍ୟତନ ହୋଇଛି
ଚୋରା ଚାଲାଣ ବେଳେ ୯୧ କଇଁଛ ଜବତ, ଦୁଇ ଗିରଫ 

91-turtles-seized-and-two-arrested-for-smuggling

Advertisment

ବାଲେଶ୍ୱର (ରଣଜିତ ପାକଳ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ନିୟମିତ କଇଁଛ ଚାଲାଣ ହେଉଥିବାର ପ୍ରମାଣ ଆଜି ମିଳିଛି। ଆର୍‌ପିଏଫ୍‌ ଓ ଚାନ୍ଦିପୁର ପୁଲିସ ମିଳିତ ଭାବେ ବାଲେଶ୍ୱର ଜିଲ୍ଲା ରାଜଘାଟ ରେଳ ଷ୍ଟେସନରେ ଚଢ଼ଉ କରି ୯୧ଟି କଇଁଛ ଉଦ୍ଧାର କରିଛନ୍ତି।

Advertisment

ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି କଇଁଛ ମାର୍କୋଣାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ପାତ୍ର ଓ ବାଲେଶ୍ୱର ଜିଲ୍ଲା ଭୋଗରାଇ କଲେଇ ଗାଁର ରବୀନ୍ଦ୍ର ପ୍ରଧାନ।

Advertisment

ଆର୍‌ପିଏଫ୍‌ ଓ ପୁଲିସ କାର୍ତ୍ତିକ ୮୧ଟି ଏବଂ ରବୀନ୍ଦ୍ର ପାଖରୁ ୧୦ଟି କଇଁଛ ଉଦ୍ଧାର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe