ଚୋରା ଚାଲାଣ ବେଳେ ୯୧ କଇଁଛ ଜବତ, ଦୁଇ ଗିରଫ
ବାଲେଶ୍ୱର (ରଣଜିତ ପାକଳ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ନିୟମିତ କଇଁଛ ଚାଲାଣ ହେଉଥିବାର ପ୍ରମାଣ ଆଜି ମିଳିଛି। ଆର୍ପିଏଫ୍ ଓ ଚାନ୍ଦିପୁର ପୁଲିସ ମିଳିତ ଭାବେ ବାଲେଶ୍ୱର ଜିଲ୍ଲା ରାଜଘାଟ ରେଳ ଷ୍ଟେସନରେ ଚଢ଼ଉ କରି ୯୧ଟି କଇଁଛ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି କଇଁଛ ମାର୍କୋଣାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ପାତ୍ର ଓ ବାଲେଶ୍ୱର ଜିଲ୍ଲା ଭୋଗରାଇ କଲେଇ ଗାଁର ରବୀନ୍ଦ୍ର ପ୍ରଧାନ। ଆର୍ପିଏଫ୍ ଓ ପୁଲିସ କାର୍ତ୍ତିକ ୮୧ଟି ଏବଂ ରବୀନ୍ଦ୍ର ପାଖରୁ ୧୦ଟି କଇଁଛ ଉଦ୍ଧାର କରିଛି।
91-turtles-seized-and-two-arrested-for-smuggling
ବାଲେଶ୍ୱର (ରଣଜିତ ପାକଳ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ନିୟମିତ କଇଁଛ ଚାଲାଣ ହେଉଥିବାର ପ୍ରମାଣ ଆଜି ମିଳିଛି। ଆର୍ପିଏଫ୍ ଓ ଚାନ୍ଦିପୁର ପୁଲିସ ମିଳିତ ଭାବେ ବାଲେଶ୍ୱର ଜିଲ୍ଲା ରାଜଘାଟ ରେଳ ଷ୍ଟେସନରେ ଚଢ଼ଉ କରି ୯୧ଟି କଇଁଛ ଉଦ୍ଧାର କରିଛନ୍ତି।
ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି କଇଁଛ ମାର୍କୋଣାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ପାତ୍ର ଓ ବାଲେଶ୍ୱର ଜିଲ୍ଲା ଭୋଗରାଇ କଲେଇ ଗାଁର ରବୀନ୍ଦ୍ର ପ୍ରଧାନ।
ଆର୍ପିଏଫ୍ ଓ ପୁଲିସ କାର୍ତ୍ତିକ ୮୧ଟି ଏବଂ ରବୀନ୍ଦ୍ର ପାଖରୁ ୧୦ଟି କଇଁଛ ଉଦ୍ଧାର କରିଛି।