ମା’ କୋଳରୁ ଟାଣି ନେଲା ମୃତ୍ୟୁ, ଭାସିଗଲା ୨୨ ମାସର ଛୁଆ

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ମା’ କୋଳରୁ ଭାସି ମୃତ୍ୟୁ କୋଳକୁ ଚାଲିଗଲା ୨୨ ମାସର ନିଷ୍ପାପ ଶିଶୁ। ଛୁଆ ପାଇଁ ମା’ କୋଳ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ହୋଇଥିବା ବେଳେ ସେଠାରୁ ଟାଣି ନେଲା ମୃତ୍ୟୁ । ଅକାଳରେ ଆଖି ବୁଜିଲା ନିରୀହ ଛୁଆ। ଏପରି ଛାତିଥରା ଅଘଟଣ ଆଜି ନୟାଗଡ଼ ଜିଲ୍ଲା  ଓଡ଼ଗାଁ ବ୍ଲକ ଗୌଡ଼ପୁଟ ଗାଁରେ ଘଟିଛି। ମୃତା ଶିଶୁ ହେଲେ ଜଗନ୍ନାଥ ସାହିର ଶ୍ରଦ୍ଧାଞ୍ଜଳି ବାରିକ  । ଶ୍ରଦ୍ଧାଞ୍ଜଳି ଆଜି ନିଜ […]

child

child

Niharika Rout
  • Published: Monday, 05 September 2022
  • Updated: 05 September 2022, 05:21 PM IST

Sports

Latest News

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ମା’ କୋଳରୁ ଭାସି ମୃତ୍ୟୁ କୋଳକୁ ଚାଲିଗଲା ୨୨ ମାସର ନିଷ୍ପାପ ଶିଶୁ। ଛୁଆ ପାଇଁ ମା’ କୋଳ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ହୋଇଥିବା ବେଳେ ସେଠାରୁ ଟାଣି ନେଲା ମୃତ୍ୟୁ । ଅକାଳରେ ଆଖି ବୁଜିଲା ନିରୀହ ଛୁଆ। ଏପରି ଛାତିଥରା ଅଘଟଣ ଆଜି ନୟାଗଡ଼ ଜିଲ୍ଲା  ଓଡ଼ଗାଁ ବ୍ଲକ ଗୌଡ଼ପୁଟ ଗାଁରେ ଘଟିଛି। ମୃତା ଶିଶୁ ହେଲେ ଜଗନ୍ନାଥ ସାହିର ଶ୍ରଦ୍ଧାଞ୍ଜଳି ବାରିକ  ।

ଶ୍ରଦ୍ଧାଞ୍ଜଳି ଆଜି ନିଜ ମା’ ଶାନ୍ତିଲତା ବାରିକଙ୍କ ସହ ଗାଁ ନିକଟସ୍ଥ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ। ମା’ ସହ ଛୁଆଟି ଗାଧୋଉଥିବା ବେଳେ ହଠାତ୍‌ ଅସାବଧାନତାବଶତଃ ସେ ମା’ ପାଖରୁ ନଦୀ ସ୍ରୋତରେ ଭାସିଗଲେ। ଛୁଆ ଭାସି ଯାଉଥିବା ଦେଖି ଶାନ୍ତିଲତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।

ବହୁ ସମୟ ଖୋଜାଖୋଜି କରିବା ପରେ କିଛି ଦୂରରେ ଥିବା ଏକ ବ୍ରିଜ ତଳେ ଛୁଆଟି ଲାଖିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ତୁରନ୍ତ ଉଦ୍ଧାର କରି ଛୁଆଟିକୁ ଓଡ଼ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story