Advertisment

ଶିଶୁକନ୍ୟାକୁ ଦୁଷ୍କର୍ମ, ନାବାଳକ ଗିରଫ

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନାବାଳକକୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ନାବାଳିକା ଜଣଙ୍କ ନିଜ ଘର ସାମ୍ନାରେ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳକ ଚକୋଲେଟର ଲୋଭ ଦେଖାଇ ଡାକିଥିଲା। ପରେ ଶିଶୁକନ୍ୟାକୁ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ  କରିଥିଲା। ଶିଶୁକନ୍ୟା […]

ଅଦ୍ୟତନ ହୋଇଛି
ଶିଶୁକନ୍ୟାକୁ ଦୁଷ୍କର୍ମ, ନାବାଳକ ଗିରଫ

rape

Advertisment

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନାବାଳକକୁ ଗିରଫ କରିଛି।

Advertisment

ପୁଲିସର ସୂଚନା ଅନୁସାରେ, ନାବାଳିକା ଜଣଙ୍କ ନିଜ ଘର ସାମ୍ନାରେ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳକ ଚକୋଲେଟର ଲୋଭ ଦେଖାଇ ଡାକିଥିଲା। ପରେ ଶିଶୁକନ୍ୟାକୁ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ  କରିଥିଲା।

ଶିଶୁକନ୍ୟା ଜଣଙ୍କ ବାପାମା’ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ନାବାଳକକୁ ଗିରଫ କରିଛି।

Advertisment
Assault Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe