/odisha-reporter/media/post_attachments/uploads/2020/07/fish-3399.jpg)
fish
ଜଳେଶ୍ୱର (ଅଜିତ୍ ଦାସ): ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ଏକ ବିଶାଳକାୟ ମଗର ମାଛ ଜାଲରେ ଧରାପଡ଼ିଛି। ଏହି ମାଛର ଓଜନ ୭୮୬ କେଜି ରହିଛି।
Advertisment
ଏହି ମାଛକୁ ଦେଖିବା ପାଇଁ ଦୀଘାରେ ଲୋକଙ୍କ ଭିଡ଼ ଜମିଥିଲା। ଏହି ମାଛକୁ ପଶ୍ଚିମବଙ୍ଗ ରାଣାଘାଟର ଏକ କମ୍ପାନୀ ୫୦ ହଜାର ଟଙ୍କାରେ କିଣି ଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
