\'ମୁଁ ପାଣ୍ଡିୟାନଙ୍କ ଶରଣରେ ପଶିଲି’ | Odisha Reporter
ନବୀନ ସରକାରରେ କୋଉ ବିଧାୟକଙ୍କର କିଛି ନାହିଁ, କୋଉ ସାଂସଦଙ୍କର କିଛି ନାହିଁ, କୋଉ ମନ୍ତ୍ରୀଙ୍କର କିଛି ନାହିଁ। ନମ୍ବର ଏକ ମୁଖ୍ୟମନ୍ତ୍ରୀ ନମ୍ବର ଦୁଇ ପାଣ୍ଡିୟାନ। ଏମିତି ଶାସନ ମୁଁ ଇତିହାସରେ ଦେଖିନି। ସେ ଯେଉଁ ପ୍ରକାରର ହେଉ ପାଣ୍ଡିୟାନ ଘୋଷଣା କରିବା ପରେ କାମ ହେଇଯାଉଛି। ଆଉ ବାଟ ନାହିଁ। ମୁଁ ବାଧ୍ୟ ହୋଇ ପାଣ୍ଡିୟାନଙ୍କ ଶରଣରେ ପଶିଲି ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
