Advertisment

'ମୁଁ ପାଣ୍ଡିୟାନଙ୍କ ଶରଣରେ ପଶିଲି’

ନବୀନ ସରକାରରେ କୋଉ ବିଧାୟକଙ୍କର କିଛି ନାହିଁ, କୋଉ ସାଂସଦଙ୍କର କିଛି ନାହିଁ, କୋଉ ମନ୍ତ୍ରୀଙ୍କର କିଛି ନାହିଁ। ନମ୍ବର ଏକ ମୁଖ୍ୟମନ୍ତ୍ରୀ ନମ୍ବର ଦୁଇ ପାଣ୍ଡିୟାନ।

Advertisment

ନବୀନ ସରକାରରେ କୋଉ ବିଧାୟକଙ୍କର କିଛି ନାହିଁ, କୋଉ ସାଂସଦଙ୍କର କିଛି ନାହିଁ, କୋଉ ମନ୍ତ୍ରୀଙ୍କର କିଛି ନାହିଁ। ନମ୍ବର ଏକ ମୁଖ୍ୟମନ୍ତ୍ରୀ ନମ୍ବର ଦୁଇ ପାଣ୍ଡିୟାନ। ଏମିତି ଶାସନ ମୁଁ ଇତିହାସରେ ଦେଖିନି। ସେ ଯେଉଁ ପ୍ରକାରର ହେଉ ପାଣ୍ଡିୟାନ ଘୋଷଣା କରିବା ପରେ କାମ ହେଇଯାଉଛି। ଆଉ ବାଟ ନାହିଁ। ମୁଁ ବାଧ୍ୟ ହୋଇ ପାଣ୍ଡିୟାନଙ୍କ ଶରଣରେ ପଶିଲି ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Advertisment
Vk Pandian Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe