Advertisment

୧୦ କୋଟି ଜିଏସଟି ଫାଙ୍କିଥିଲେ, ଶେଷରେ ବନ୍ଧା ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭ଟି ନକଲି ଫାର୍ମ କରି  ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଥିଲେ। ଏଥି ନିମନ୍ତେ ରିକ୍ସା ଚାଳକ, ଛାତ୍ର ଆଦି ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିଲେ।  ଏପରି କରି ପ୍ରାୟ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଶେଷରେ ବନ୍ଧା ହୋଇଛନ୍ତି। ଗିରଫ ବ୍ୟବସାୟୀଜଣକ ହେଉଛନ୍ତି ସ୍ମୃତିରଞ୍ଜନ ସାହୁ । ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍‌ ସହାୟତାରେ ତାଙ୍କୁ ଗିରଫ କରିଛନ୍ତି […]

ଅଦ୍ୟତନ ହୋଇଛି
୧୦ କୋଟି ଜିଏସଟି ଫାଙ୍କିଥିଲେ, ଶେଷରେ ବନ୍ଧା ହେଲେ

gst fraud arrest

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭ଟି ନକଲି ଫାର୍ମ କରି  ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଥିଲେ। ଏଥି ନିମନ୍ତେ ରିକ୍ସା ଚାଳକ, ଛାତ୍ର ଆଦି ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିଲେ।  ଏପରି କରି ପ୍ରାୟ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଶେଷରେ ବନ୍ଧା ହୋଇଛନ୍ତି। ଗିରଫ ବ୍ୟବସାୟୀଜଣକ ହେଉଛନ୍ତି ସ୍ମୃତିରଞ୍ଜନ ସାହୁ ।

Advertisment

ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍‌ ସହାୟତାରେ ତାଙ୍କୁ ଗିରଫ କରିଛନ୍ତି । ବାର୍ଷିକ ଟର୍ଣ୍ଣ  ଓଭର ୪୦ କୋଟି ବୋଲି  ଦର୍ଶାଇ ବର୍ଷ ବର୍ଷ ଧରି ସେ ଜିଏସ୍‌ଟି ଫାଙ୍କୁଥିବା ଅଧିକାରୀ ସୂଚନା ଦେଇଛନ୍ତି । ବିଭିନ୍ନ ଆଡ଼ୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ୍‌ ଓ ଜିଏସ୍‌ଟି ଅଧିକାରୀ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଏହାପରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପରେ ସ୍ମୃତିରଞ୍ଜନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

GST Scam Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe