ସରକାର ହେୟଜ୍ଞାନ ପାଇଁ ନିନ୍ଦିତ ହେଲା ଓଡ଼ିଶା। ଟାଟା ପାଓ୍ବାର ଇଡକୋକୁ ଦୋଷ ଦେଉଛି। ଇଡକୋ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୋଷ ଲଦିଲା। ବିଶ୍ବବିଦ୍ୟାଳୟ ଭିସି ନିଜ କାନ୍ଧକୁ ଦୋଷ ନେଲେ। ରାଜ୍ୟ ପାଇଁ ଲଜ୍ଜାର ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣା। ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପୂରା ହଲ୍ ଅନ୍ଧାର ହୋଇଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
‘ନବ ଦାସଙ୍କୁ ହତ୍ୟା କଲେ, ଆପଣମାନେ ଖୁସି ତ?’
ଝାରସୁଗୁଡ଼ା ଉପନିର୍ବାଚନରେ ଜୋର ଧରିଛି ପ୍ରଚାର। ମନ୍ତ୍ରୀଙ୍କୁ ହତ୍ୟା କରିଦେଲେ ପୁଣି ବିଜେଡିକୁ ଭୋଟ ଦେଲେ ଆଉ ଦୁଇଟି ମର୍ଡର କରିପାରନ୍ତି। ନବ ଦାସଙ୍କୁ, ମମିତା ମେହେରଙ୍କୁ ହତ୍ୟା କଲେ ଆପଣମାନେ ଖୁସି ତ ବୋଲି ଗାଁ ଲୋକଙ୍କୁ ପ୍ରଶ୍ନ କଲେ ବିଜେପି ସାଂସଦ ଜୁଏଲ ଓରାମ।
Odisha
ତିନି ଆଡୁ ଆକ୍ରମଣ, ଭାଇନା ଘାଇଲା
ନିମାପଡ଼ାରେ ଚଳାଉଥିଲେ ଏକଚ୍ଛତ୍ରବାଦ ଶାସନ। ପୁରୀ ଜିଲ୍ଲା ସଭାପତିଙ୍କ ସହ ନାହିଁ ଭଲ ସମ୍ପର୍କ। ସମୀରଙ୍କୁ ହରାଇବାକୁ ବଡ଼ ଯୋଜନା କଲେଣି ନିଜ ଦଳର ନେତା। ନିମାପଡ଼ାରେ ବିଜେଡି ତିନି ଫାଳ। ସମୀରଙ୍କୁ ନେଇ ଉଗ୍ର ହେଉଛି ବିଜେଡିରେ ଅସନ୍ତୋଷ। କାକଟପୁର, ନିମାପଡ଼ା, ସତ୍ୟବାଦୀ, ବ୍ରହ୍ମଗିରି, ପୁରୀରେ ଦଳ ଦୁଇଫାଳ।
Odisha
‘ମଦ ପିଇକି ସମୁଦ୍ରରେ ଖେଳୁଛନ୍ତି’
ଆମେ ଯେତେ ମନା କଲା ବି କେତେକ ପର୍ଯ୍ୟଟକମାନେ ମଦ ପିଇକି ସମୁଦ୍ର ଭିତରକୁ ଖେଳିବାକୁ ଯାଉଛନ୍ତି ବୋଲି କହିଛନ୍ତି ଜଣେ ଲାଇଫ ଗାର୍ଡ। ଏଇ ଦୁଇ ଦିନ ତଳେ ଦୁଇ ଦିନ ଭିତରେ ପୁରୀ ବେଳାଭୂମିରେ ୪ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି।
Odisha
ଦୀପାଳିଙ୍କ ପାଇଁ ଭଉଣୀ ଭଉଣୀ ମୁହାଁମୁହିଁ
ଭଉଣୀ ବନାମ ଭଉଣୀ। ଦୁଇ ଝିଆରୀ ବନାମ ଦାଦା। ବଡ଼ ବିଚିତ୍ର ବିଶ୍ୱାଳ ପରିବାରର ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରିବାର ଝାରସୁଗୁଡ଼ା ନିର୍ବାଚନ ପାଇଁ ୩ ଫାଳ।